Odisha Link
Bridging the Missing Links in Odisha

ରୂପାନ୍ତରୀକରଣ ହେବ ୟୁନିଟ୍‌-୪ ମାର୍କେଟ, ପ୍ରସ୍ତୁତ କରାଯିବ ବଜେଟ

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ କମ୍ପ୍ଲେକ୍ସର ସ୍ଥିତି ଯାଞ୍ଚ କରିଛନ୍ତି ମେୟର ସୁଲୋଚନା ଦାସ। ଏହା ପରେ ସେ ଭୁବନେଶ୍ବର ୟୁନିଟ୍‌- ୪ ମାର୍କେଟର ରୂପାନ୍ତରୀକରଣ କରାଯିବ ବୋଲି କହିଛନ୍ତି। ମାର୍କେଟ କମ୍ପ୍ଲେକ୍ସର ସ୍ଥିତି ଯାଞ୍ଚ ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ମାର୍କେଟ ଖୋଲିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରଛନ୍ତି। ମାର୍କେଟ କମ୍ପ୍ଲେକ୍ସର ରୂପାନ୍ତରୀକରଣ ପାଇଁ ବଜେଟ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.