Odisha Link
Bridging the Missing Links in Odisha
Monthly Archives

July 2024

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ୭ଟି…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଯ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ସବୁଠୁ…

ନୀତି ଆୟୋଗ ବୈଠକ ଆରମ୍ଭ, ଯୋଗ ଦେଲେନି ୭…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ। ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଆରମ୍ଭ ହୋଇଛି ବୈଠକ। ୨୦୪୭ ସୁଦ୍ଧା ବିକଶିତ ଭାରତ ରୋଡ୍‌ ମ୍ୟାପ୍‌ ଉପରେ ଆଲୋଚନା ହେବ। ଏହି ବୈଠକରେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ସମସ୍ତ…

ପ୍ରବଳ ବର୍ଷିବ: ୧୦ ଜିଲ୍ଲାକୁ ୟେଲୋ…

ଓଏଲ୍‌ ବ୍ୟୁରୋ: ଲାଗ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର…

ସୀମାରେ ଗୁଳି ବିନିମୟ: ଜଣେ ଯବାନ ସହିଦ,…

ଓଏଲ୍‌ ବ୍ୟୁରୋ: ସାରା ଭାରତ ୭୮ତମ ସ୍ବାଧୀନତା ଦିବସ ପାଳନ କରିବାକୁ ହେଉଛି ପ୍ରସ୍ତୁତ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ…

ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ବନ୍ଦା ହେଲେ କଳା ଟଙ୍କାର କୁବେର ସୁନିଲ ରାଉତ। ଭିଜିଲାନ୍ସ ଜାଲରେ ପଡ଼ିଥିବା ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କଠୁ ବିପୁଳ ସମ୍ପତ୍ତି ଠାବ କରାଯିବାପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।…

ଜମ୍ମୁ କଶ୍ମୀର ସୀମାରେ ହାଇ ଆର୍ଲଟ ଜାରି,…

ଓଏଲ୍‌ ବ୍ୟୁରୋ: ଆଗକୁ ଦେଶ ପାଳନ କରିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ସତର୍କତାର ସହିତ…

ସୋଆ ଏବଂ କେନ୍ଦ୍ରୀୟ କୃଷି…

ଓଏଲ୍‌ ବ୍ୟୁରୋ: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ…

ଓଡ଼ିଶାରେ ଆଳୁ ସଙ୍କଟ, ମମତାଙ୍କୁ ଚିଠି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ଗୁରୁବାର ହଠାତ୍‌ ଆଳୁ କିଲୋ ପିଛା ଦର ୫୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା। କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ଓଡ଼ିଶାରେ ଆଳୁ ସଙ୍କଟକୁ ଦୂର କରିବା ପାଇଁ ପୂର୍ବତନ…

ହଟିବ ପୁରୁଣା ଟୋଲ୍ ସଂଗ୍ରହ ବ୍ୟବସ୍ଥା,…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଉପଗ୍ରହ(ସାଟେଲାଇଟ) ଆଧାରିତ ବ୍ୟବସ୍ଥା ଆରମ୍ଭ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ନିଷ୍ପତ୍ତି ନେଇ ବର୍ତ୍ତମାନର…

ମହିଳା ଏସିଆ କପ୍‌ ୨୦୨୪: ୯ମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ଫାଇନାଲରେ ଟିମ୍‌ ଇଣ୍ଡିଆ। ଭାରତୀୟ ମହିଳା ଦଳ ଏସିଆ କପ୍‌ର ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୧୦ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ୮ମ ଥର ଏସିଆ କପ୍‌…