Odisha Link
Bridging the Missing Links in Odisha
Monthly Archives

July 2024

ଚାଞ୍ଚଲ୍ୟକର ତଥ୍ୟ, ସମବାୟ ବ୍ୟାଙ୍କରେ…

ଓଏଲ୍ ବ୍ୟୁରୋ: ବଜେଟ୍‌ ଅଧିବେଶନର ଅଷ୍ଟମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସମବାୟ ମନ୍ତ୍ରୀ। ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ସେ କହିଛନ୍ତି। ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୁନ୍ଦରଗଡ଼ରେ ୩୨…

କେବେ ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ?…

ଓଏଲ୍ ବ୍ୟୁରୋ: ବଜେଟ୍‌ ଅଧିବେଶନର ସପ୍ତମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପତି ଗୃହରେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର…

ଖୋଲିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ,…

ଓଏଲ୍ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ଆଜି ଦୁଇଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ବେଳେ ଗେଟ୍ ନମ୍ୱର୍ ୩ ଓ ୬ ଖୋଲିଥିବା ଜଣାପଡିଛି। ଜଳ ନିଷ୍କାସନ ବେଳେ ତିଖାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ…

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼…

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଦେଇଛନ୍ତି ମନ୍ତ୍ରୀ। ରାଜ୍ୟରେ ରାସନ କାର୍ଡ ମାଧ୍ୟମରେ ମାଗଣା ଚାଉଳ ପାଉଥିବା ବୟସ୍କ ବ୍ୟକ୍ତିଙ୍କ ଅସୁବିଧା ଦୂର ହେବ। ଯେଉଁ ବୟସ୍କ ବ୍ୟକ୍ତି…

ଏଣିକି ବୟସ୍କଙ୍କ ଘରେ ପହଞ୍ଚିବ ମାଗଣା…

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଦେଇଛନ୍ତି ମନ୍ତ୍ରୀ। ରାଜ୍ୟରେ ରାସନ କାର୍ଡ ମାଧ୍ୟମରେ ମାଗଣା ଚାଉଳ ପାଉଥିବା ବୟସ୍କ ବ୍ୟକ୍ତିଙ୍କ ଅସୁବିଧା ଦୂର ହେବ। ଯେଉଁ ବୟସ୍କ ବ୍ୟକ୍ତି…

ରାଜ୍ୟରେ ଗଠନ ହେବ ୫୮ଟି ଶୀତଳଭଣ୍ଡାର,…

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ରାଜ୍ୟରେ ଶୀତଳଭଣ୍ଡାର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା। ଯେଉଁଥିରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗଠନ ହେବ ୫୮ଟି ଶୀତଳଭଣ୍ଡାର। ମୋହନ ସରକାର ରାଜ୍ୟରେ ୫୮ଟି ଶୀତଳଭଣ୍ଡାର…

ଗୃହରେ ଚିନିକଳ ପ୍ରସଙ୍ଗ: ଉତ୍ତର ରଖିଲେ…

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ରାଜ୍ୟରେ ୪ ଚିନି କଳ ବନ୍ଦ ଥିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା। ଚିନି କଳ ବନ୍ଦ ପ୍ରସଙ୍ଗରେ ଗୃହରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉତ୍ତର…

ଦୁଇ ଦିନରେ ଧରା ହେଲେ ୩୩୪ ନାବାଳକ,…

ଓଏଲ୍‌ ବ୍ୟୁରୋ: ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବାବେଳେ ଦୁଇ ଦିନରେ ୩୩୪ ନାବାଳକ ଧରା ହୋଇଛନ୍ତି। ୮୩ ଲକ୍ଷ ୫୦ ହଜାର ଟଙ୍କା ଚାଲାଣ କଟିଲା। ୧୩୮ଟି ଗାଡ଼ି ଜବତ ହୋଇଥିବାବେଳେ କଟକରେ ସର୍ବାଧିକ ୨୭ ନାବାଳକ ଧରା ପଡିଛନ୍ତି। ଖାରଜ ହେବ ଜବତ…

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ। ଅଗଷ୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହେଉଛି। ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ଦିଆଯିବ। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଆଇନ ବିଭାଗ ଦେଇଛି। ମହାପ୍ରଭୁଙ୍କ ସେବାପୂଜା ସହ…

କମୁଛି ମୁଣ୍ଡଳୀ ଜଳସ୍ତର, ବନ୍ଦ ହେଲା ୨ଟି…

ଓଏଲ୍‌ ବ୍ୟୁରୋ: କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର। ମୁଣ୍ଡଳୀ ବ୍ୟାରେଜ ଦେଇ ୪ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ହୀରାକୁଦର ୨ଟି ଗେଟ ବନ୍ଦ ହୋଇଛି। ଏବେ ୧୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ…