Odisha Link
Bridging the Missing Links in Odisha
Monthly Archives

July 2024

ଇତିହାସ ରଚିବେ ମନୁ, ପ୍ରଥମ ଭାରତୀୟ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ମହିଳା ଶୁଟର ମନୁ ଭାକର। ଅଲିମ୍ପିକ୍ସର ୨ୟ ଦିନରେ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଥିଲେ। ଏବେ ମନୁ ଭାକର ପୁଣିଥରେ ବ୍ରୋଞ୍ଜ ପଦକ ଜିତିବା ଆଶା ସଞ୍ଚାର କରିଛନ୍ତି। ଭାରତୀୟ ଶୁଟର ମନୁ…

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଜାରି ରହିଛି। ବର୍ତ୍ତମାନ ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମରେ ଉଲ୍ଲେଖ ହୋଇଛି। ଟ୍ରେନ୍ ଆଗକୁ ଡେଇଁବା ପରେ ଘୋଷାଡ଼ି…

ପ୍ୟାରିସ୍‌ ଅଲିମ୍ପିକ୍ସ: ତୃତୀୟ ଦିନରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ବି ଭାରତୀୟ ଖେଳାଳି କମାଲ କରିବାକୁ ଯାଉଛନ୍ତି। ଆଜି ଭାରତ ୩ଟି ପଦକ ଜିତିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ପଦକ ଓ ଟିମ୍ ଇଭେଣ୍ଟରେ ଗୋଟିଏ ପଦକ ଆଜି ନିଜ ନାମରେ କରିପାରେ ଭାରତ । ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ମେଡାଲ…

ଜଏଣ୍ଟ କମିଶନରଙ୍କ ଅମାପ ସଂପତି ଠାବ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ…

ରୂପାନ୍ତରୀକରଣ ହେବ ୟୁନିଟ୍‌-୪ ମାର୍କେଟ,…

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ କମ୍ପ୍ଲେକ୍ସର ସ୍ଥିତି ଯାଞ୍ଚ କରିଛନ୍ତି ମେୟର ସୁଲୋଚନା ଦାସ। ଏହା ପରେ ସେ ଭୁବନେଶ୍ବର ୟୁନିଟ୍‌- ୪ ମାର୍କେଟର ରୂପାନ୍ତରୀକରଣ କରାଯିବ ବୋଲି କହିଛନ୍ତି। ମାର୍କେଟ କମ୍ପ୍ଲେକ୍ସର ସ୍ଥିତି ଯାଞ୍ଚ ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।…

ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ, ବଡ଼…

ଓଏଲ୍‌ ବ୍ୟୁରୋ: ଖୋଲିସାରିଛି ରତ୍ନଭଣ୍ଡାର ଆଉ ସ୍ଥାନାନ୍ତର ହୋଇସାରିଛି ଅଳଙ୍କାର। ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବାବେଳେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଶେଷ ହୋଇଛି। ଏହା ପରେ ଯାଞ୍ଚ କମିଟି ଅଧ୍ୟକ୍ଷ ପ୍ରତିକ୍ରିୟା…

ବ୍ୟାଘ୍ର ଦିବସରେ ବଡ଼ ଖବର, ଶିମିଳିପାଳରେ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ବାଘ ଦିବସ। ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି। ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରିଆସୁଛନ୍ତି। ଏହି ଅବସରରେ ବନ୍ୟପ୍ରାଣୀ…

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ଏସବୁ ଭିତରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ। ଏହା ପରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରାଯାଇଛି। ରାଜ୍ୟସରକାର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରିଛନ୍ତି। ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିବାବେଳେ ଆଇଏଏସ୍…

ଅଗ୍ନିବୀରଙ୍କ ସଂରକ୍ଷଣ ଘୋଷଣା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଛି। ଏସବୁ ଭିତରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଗୃହ…