Odisha Link
Bridging the Missing Links in Odisha
Daily Archives

August 1, 2024

ପାରଳାଖେମୁଣ୍ଡି ହତ୍ୟା ମାମଲା: ୧୪…

ଓଏଲ୍‌ ବ୍ୟୁରୋ: ଏକ ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ ପ୍ରଦୀପ କୁମାର ସାମଲ। ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ୧୫ ବର୍ଷ ପରେ ଆଜି ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି…

ଏଣିକି ନିଜସ୍ବ ପ୍ରବେଶିକା ପରୀକ୍ଷା…

ଓଏଲ୍‌ ବ୍ୟୁରୋ: ୟୁନିଭରସିଟି ଗ୍ରାଣ୍ଟସ୍‌ କମିଶନ (ୟୁଜିସି) ନେଲେ ବଡ଼ ନିଷ୍ପତ୍ତି। ଏଣିକି ବିଶ୍ବବିଦ୍ୟାଳୟ ଗୁଡ଼ିକ ନିଜସ୍ବ ପ୍ରବେଶିକା ପରୀକ୍ଷା କରିପାରିବେ। ଏନେଇ ଅନୁମତି ପ୍ରଦାନ କରିଛନ୍ତି ୟୁଜିସି। କେଉଁ ଆଧାରରେ ପ୍ରବେଶିକା ହେବ ସେ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ୟୁଜିସି। ୟୁଜିସି ରିପୋର୍ଟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି। ଡାକ୍ତର ସୌମ୍ୟା ସ୍ୱାମୀନାଥନ ୨୦୧୭ ମସିହାରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ବିତୀୟ…

ପ୍ୟାରିସ୍‌ ଅଲିମ୍ପିକ୍ସ: କ୍ବାର୍ଟର…

ଓଏଲ୍‌ ବ୍ୟୁରୋ: ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ଭାରତ ପରାସ୍ତ। ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତୀୟ ଖେଳାଳି ସାତ୍ତ୍ବିକସାଇରାଜ-ଚିରାଗ। ଏଥିସହିତ ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ଭାରତୀୟ ଖେଳାଳି। ଏଥିସହିତ ଦୁଇ ଖେଳାଳିଙ୍କ…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ବିଜେପିରେ…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଆରମ୍ଭ ହୋଇଥିବା ରାଜନୈତିକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ବିଜେପିରେ ସାମିଲ ହୋଇଛନ୍ତି ମମତା ମହନ୍ତ। ଗତକାଲି ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହନ୍ତ ଇସ୍ତଫା ଦେଇଥିଲେ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ। ବିଜେଡି ସାଂସଦ ମମତା ମହନ୍ତ ଗତ ୨୦୨୦ରେ…

ହୀରାକୁଦ ବିସ୍ଥାପିତଙ୍କୁ ମିଳିଲା…

ଓଏଲ୍‌ ବ୍ୟୁରୋ: ଆଜି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଠାରେ ହୀରାକୁଦ ବିସ୍ଥାପିତ ପରିବାର ମାନଙ୍କୁ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି। ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ରାଜସ୍ୱ ମନ୍ତ୍ରୀ। ଏହି ଅବସରରେ ୨୦୦ରୁ ଉର୍ଦ୍ଧ୍ବ ପରିବାର ସଦସ୍ୟଙ୍କୁ ସ୍ଥାୟୀ ଜମିପଟ୍ଟା…

ସଂସଦରେ ଆଲୋଚନା ବେଳେ ରାଗିଗଲେ ଅଶ୍ବିନୀ…

ଓଏଲ୍‌ ବ୍ୟୁରୋ: ଲୋକସଭା ଅଧିବେଶନରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଦୁର୍ଘଟଣାକୁ ନେଇ ମନ୍ତବ୍ୟ ରଖିଥିଲେ। ଏହି ସମୟରେ ହଠାତ ରାଗି ଯାଇଥିବା ଜଣା ପଡିଛି। ରେଳ ଦୁର୍ଘଟଣାକୁ ବିରୋଧୀ ଲୋକସଭାରେ ବିରୋଧ କରୁଥିବାବେଳେ ହଠାତ ରାଗି ଯାଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସିଧା ସିଧା…

ଦୁଇ ବର୍ଷ ତଳେ ଘଟିଥିଲା ବିଭତ୍ସ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ସ୍ତ୍ରୀକୁ ମାରିଥିବା ସ୍ୱାମୀକୁ ମିଳିଛି ଫାଶୀଦଣ୍ଡ। ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ। ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ। କୋର୍ଟରେ ସରକାରୀ…

ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତର…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ହକି ବିଭାଗର କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିଥିବା ଭାରତ ଆଜି ଚଳିତ ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ ହାରିଛି। ବେଲଜିୟମ୍‌ଠୁ ୨-୧ ଗୋଲରେ ହାରିଲା ଭାରତ। ଏହି ପରାଜୟ ସହିତ ଭାରତ ପୁଲ ଟପ୍ପର ସ୍ଥାନ ହରାଇ ବସିଛି। ଦ୍ବିତୀୟ ସ୍ଥାନକୁ ଖସି ଆସିିଛି…

କାଲି ସୁଦ୍ଧା ସୃଷ୍ଟି ହେବ ଲଘୁଚାପ…

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…