Odisha Link
Bridging the Missing Links in Odisha

ଦୁଇ ବର୍ଷ ତଳେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ, ଆଜି ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ସ୍ତ୍ରୀକୁ ମାରିଥିବା ସ୍ୱାମୀକୁ ମିଳିଛି ଫାଶୀଦଣ୍ଡ। ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ। ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ। କୋର୍ଟରେ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ସ୍ତ୍ରୀକୁ ୩୩ଥର ଛୁରି ଭୁସିଥିଲା ସଞ୍ଜିତ ଦାସ। ୬ ବର୍ଷିୟ ଝିଅର ତଣ୍ଟି କାଟି ଦେଇଥିଲା ବାପା। ଝିଅ ଜୀବନ ଫେରିପାଇବାକୁ ୩ ମାସ ସମୟ ଲାଗିଥିଲା। ଘଟଣାର ଦୁଇ ପରେ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଏସଡିଜେଏମ୍‌ କୋର୍ଟ।

Leave A Reply

Your email address will not be published.