Odisha Link
Bridging the Missing Links in Odisha
Daily Archives

August 1, 2024

ଅଗଷ୍ଟ ପହିଲାରୁ ବଦଳିଲା ଏହି ୫ ନିୟମ

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ପହିଲାରୁ ଦେଶରେ ବଦଳିଲା ୫ଟି ନିୟମ। ଆଇଟିଆର ଦାଖଲ ନିୟମ ଉଲଘଂନରେ ଦଣ୍ଡବିଧାନ, କ୍ରେଡିଟ୍‌ କାର୍ଡ ନିୟମ ଓ ଗୁଗୁଲ ମ୍ୟାପ୍‌ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ସେହିପରି ଫାସଟ୍ୟାଗ କେଓ୍ବାଇସି, ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ଗତ ମାସରେ ସରକାର ୧୯ କିଲୋଗ୍ରାମ…

ପ୍ୟାରିସ୍‌ ଅଲିମ୍ପିକ୍ସ: ସୁଟିଂରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଁଞ୍ଚିଛି। ସୁଟିଂରେ ଭାରତକୁ ମିଳିଲା ହ୍ୟାଟ୍ରିକ ପଦକ। ପୁରୁଷ ୫୦ ମିଟର ରାଇଫଲ୍‌ ସୁଟିଂରେ ଭାରତକୁ ମିଳିଲା ପଦକ। ଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁସାଲେ। ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ…

ସାମ୍ବାଦିକା ମୃତ୍ୟୁ ଘଟଣାର ଖୋଳତାଡ଼…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଜାରି ରହିଛି। ଆଜି ପୁଲିସ ମଧୁମିତାଙ୍କ ଘରେ ଛାନଭିନ କରୁଥିବାବେଳେ ମଧୁମିତାଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ମଧ୍ୟ ନେଇଛି। ହତ୍ୟା ଅଭିଯୋଗ ଥିବାରୁ ପୁଲିସ ତଦନ୍ତ ଜାରି ରଖିଛି। ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ…

କେଦାରନାଥରେ ପ୍ରକୃତିର ତାଣ୍ଡବ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: କେରଳ, ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଧସି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କେଦାରନାଥରେ ଭକ୍ତଙ୍କ ଯାତ୍ରା ବାଧାପ୍ରାପ୍ତ ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ…

ସଂରକ୍ଷଣକୁ ନେଇ ସୁପ୍ରିମ୍ ରାୟ, ଏଣିକି…

ଓଏଲ୍‌ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ସଂରକ୍ଷଣ ମଧ୍ୟରେ ସଂରକ୍ଷଣକୁ ଅନୁମୋଦନ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି କୋଟା ଭିତରେ କୋଟା ସୃଷ୍ଟି କରାଯାଇପାରିବ। ସିଜେଆଇ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତିର ଉପ-ବର୍ଗୀକରଣ ଧାରା ୧୪କୁ…

ପ୍ୟାରିସ୍‌ ଅଲିମ୍ପିକ୍ସ: ୬ଷ୍ଠ ଦିନରେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ପ୍ୟାରିସ୍‌ ଅଲିମ୍ପିକ୍ସର ୬ଷ୍ଠ ଦିନର ଖେଳ। ସୁଟିଂରେ ଭାରତ ୨ଟି ପଦକ ଜିତିଥବା ବେଳେ ଆଜି ସୁଟିଂରେ ହାଟ୍ରିକ୍‌ ପଦକ ଜିତିପାରେ ଭାରତ। ଏହାର ଗୁରୁ ଦାୟିତ୍ବ ସୁଟର ସ୍ବପ୍ନିଲଙ୍କ କାନ୍ଧରେ ରହିଛି। କାରଣ ଆଜି ସ୍ବପ୍ନିଲ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୪…

ଓଏଲ୍‌ ବ୍ୟୁରୋ: ଘୂର୍ଣ୍ଣିବଳୟ ସହ ରାଜ୍ୟରେ ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରି ରହିଛି। ଏହି ସ୍ଥିତି ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷକରି ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…

୯୭୧ କୋଟିରେ ନିର୍ମିତ ନୂଆ ସଂସଦ ଭବନ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ହୋଇଥିଲା। ଯାହାଫଳରେ କିଛି ସ୍ଥାନରେ ପାଣି ଜମିବାର ଦେଖିବାକୁ ମିଳିଥିଲା। ଏଥିସହିତ ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହେଉଛି ବର୍ଷା ପାଣି। କେବଳ ସେତିକି ନୁହେଁ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି। ଯାହାର…

ପଣ୍ୟ କାରବାରରେ ପାରାଦୀପର ନୂଆ ରେକର୍ଡ,…

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟକାରବାର ରେକର୍ଡ ସୃଷ୍ଟି କରିଛି। ପଣ୍ୟ କାରବାରରେ ପାରାଦୀପ ସମସ୍ତ ରେକର୍ଡ ଭାଙ୍ଗିଛି। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର କରି ନୂଆ ରେକର୍ଡ ସୃଷ୍ଟି…

ସମ୍ବଲ୍‌ପୁରୀ ଦିବସରେ ଅଭିନନ୍ଦନର ସୁଅ,…

ଓଏଲ୍ ବ୍ୟୁରୋ: ଆଜି ସମ୍ବଲପୁରୀ ଦିବସ। ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ୨୦୧୩ରୁ ଏହି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ…