Odisha Link
Bridging the Missing Links in Odisha
Daily Archives

August 2, 2024

ଅଲିମ୍ପିକ୍ସ: ସେମିରେ ଲକ୍ଷ୍ୟ ସେନ୍‌,…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କ ଦମଦାର ପ୍ରଦର୍ଶନ। ବ୍ୟାଡମିଣ୍ଟନ ପୁରୁଷ ବିଭାଗର କ୍ବାର୍ଟର ଫାଇନାଲ ମୁକାବିଲାକୁ ୨-୧ରେ ଜିତି ସେମି ଫାଇନାଲ ରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ ସେନ। ପ୍ରଥମ ପୁରୁଷ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ଲକ୍ଷ୍ୟ ସେନ୍‌…

ଅଲିମ୍ପିକ୍ସ: ୫୨ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ବିଜୟ ପଥକୁ ଫେରିଲା ଟିମ୍‌ ଇଣ୍ଡିଆ। ଗତକାଲି ବେଲଜିୟମଠୁ ୨-୧ରେ ପରାସ୍ତ ହୋଇଥିବା ଭାରତୀୟ ହକି ଦଳ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି। ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ…

ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର…

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରାଚ୍ୟର ଇରାନ ଓ ଇସ୍ରାଏଲ ଭଳି ଦେଶରେ ବିବାଦ ଲାଗି ରହିଛି। ଯାହାକୁ ନଜରରେ ରଖି ଏୟାର ଇଣ୍ଡିଆ ତେଲ୍‌ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି ଏୟାର ଇଣ୍ଡିଆ। ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ତେଲ୍ ଆଭିଭକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏୟାର…

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ…

ଓଏଲ୍ ବ୍ୟୁରୋ: ଦିଲ୍ଲୀ କୋଚିଂସେଣ୍ଟର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ଘଟଣାର ତଦନ୍ତ କରିବ ସିବିଆଇ। ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ତଦନ୍ତ ଭାର ଦେଇଛନ୍ତି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ…

ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ହାତରେ କଳା…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ଦିନିକିଆ ସିରିଜ। ପ୍ରଥମ ମୁକାବିଲା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଉଛି। ଘରୋଇ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ।…

ଅଗଷ୍ଟ ୭ରୁ ନିବେଶକ ସମ୍ମିଳନୀ, ଅଢ଼େଇ…

ଓଏଲ୍ ବ୍ୟୁରୋ: ଅଗଷ୍ଟ ୭ରୁ ତିନି ଦିନିଆ ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଅଗଷ୍ଟ ୭, ୮ ଓ ୯ ତାରିଖରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ପୁଣେ ଓ ଅହମ୍ମଦାବାଦରେ ଆୟୋଜିତ ହେବ। ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଯୋଗଦେବେ। ନିବେଶକଙ୍କ ସହ ୱାନ୍…

ନିଟ୍ ପରୀକ୍ଷା ପ୍ରସଙ୍ଗ:…

ଓଏଲ୍ ବ୍ୟୁରୋ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, କୌଣସି ବଡ଼ଧରଣ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଜଣା ପଡିଛି। କୌଣସି ବ୍ୟବସ୍ଥାଗତ ପ୍ରଶ୍ନପତ୍ର ଲିକ ହୋଇନଥିବାବେଳେ କେବଳ ପାଟଣା, ହଜାରୀବାଗରେ ହୋଇଛି। ତେବେ ଆଗାମୀ ଦିନରେ ତ୍ୱରିତ…

ରାଜ୍ୟପାଳ ସମ୍ମିଳନୀ-୨୦୨୪ ଅନୁଷ୍ଠିତ,…

ଓଏଲ୍ ବ୍ୟୁରୋ: ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ୨୦୨୪ ରାଜ୍ୟପାଳ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି। ଏହି ବୈଠକରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ଏହି ଅବସରରେ ମଧ୍ୟ ଉପରାଷ୍ଟ୍ରପତି ଜଗଦୀପ…

ପ୍ରଥମ ଦିନିକିଆ: ପ୍ରଥମେ ବୋଲିଂ କରିବ…

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ହାତେଇବା ପରେ ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିଛୁ ଭାରତ। ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମ୍‌ ଖେଳାଯାଉଛି। ପ୍ରଥମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି…

ଭିଜିଲାନ୍ସ ଜାଲରେ କୁବେର ଅଧୀକ୍ଷଣ…

ଓଏଲ୍ ବ୍ୟୁରୋ: ବାଲେଶ୍ବର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଡାଉ ବେଳେ ମିଳିଲା ବ୍ୟାଗ୍ ଭର୍ତି ପୁଳା ପୁଳା ଟଙ୍କା ଓ ସୁନା ଗହଣା। ରେଡ୍ ସମୟରେ ପାଖାପାଖି ୧୧ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ଘର ଓ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଚଢାଉ…