Odisha Link
Bridging the Missing Links in Odisha

ଅଲିମ୍ପିକ୍ସ: ସେମିରେ ଲକ୍ଷ୍ୟ ସେନ୍‌, ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ରଚିଲେ ଇତିହାସ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କ ଦମଦାର ପ୍ରଦର୍ଶନ। ବ୍ୟାଡମିଣ୍ଟନ ପୁରୁଷ ବିଭାଗର କ୍ବାର୍ଟର ଫାଇନାଲ ମୁକାବିଲାକୁ ୨-୧ରେ ଜିତି ସେମି ଫାଇନାଲ ରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ ସେନ। ପ୍ରଥମ ପୁରୁଷ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ଲକ୍ଷ୍ୟ ସେନ୍‌ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।ତାଇୱାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସେମି ଫାଇନାଲରେ ଲକ୍ଷ୍ୟ ସେନ୍‌। କ୍ୱାର୍ଟରରେ ୧୯-୨୧, ୨୧-୧୫, ୨୧-୧୨ ସେଟରେ ଜିତିଲେ ଲକ୍ଷ୍ୟ।

Leave A Reply

Your email address will not be published.