Odisha Link
Bridging the Missing Links in Odisha
Daily Archives

August 2, 2024

ସ୍କୁଲକୁ ଛାତ୍ରଛାତ୍ରୀ ଆଣିପାରିବେନି…

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବାର ଖବର ସାମ୍ନାକୁ ମଧ୍ୟ ଆସୁଛି। ତେବେ ଏସବୁ ଭିତରେ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଅନେକ ସମୟରେ ସ୍କୁଲକୁ ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦେଖିବାକୁ…

କେରଳ ଭୂସ୍ଖଳନ: ଆଜି ଓଡ଼ିଶା ଆସିବ…

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ସୋମବାର ବିଳମ୍ବିତ ରାତିର କେରଳ ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା,…

ଶଙ୍ଖ ଭବନରେ ବିଜେଡିର ବୈଠକ, ବରିଷ୍ଠ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…

ପ୍ୟାରିସ୍‌ ଅଲିମ୍ପିକ୍ସ: ୭ମ ଦିନରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ଠାରେ ଆୟୋଜିତ ବିଶ୍ବର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଆଜି ହେଉଛି ୭ମ ଦିନ। ଏପର୍ଯ୍ୟନ୍ତ ଭାରତ ୩ଟି ପଦକ ଜିତି ସାରିଛି। ୬ଷ୍ଠ ଦିନ ଖେଳରେ ଭାରତକୁ ତୃତୀୟ ବ୍ରୋଞ୍ଜ ପଦକ ସୁଟର ସ୍ବପ୍ନିଲ କୁସାନେ ଦେଇଥିଲେ। ପ୍ରଥମ ପଦକ ମନୁ ଭାକର ଦେଇଥିବା ବେଳେ ଦ୍ବିତୀୟ ପଦକ…

ଉତ୍ତରପ୍ରଦେଶରୁ ଆସିଲା ଆଳୁ ଗାଡ଼ି,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ହୁ ହୁ ହୋଇ ବଢ଼ିବାରେ ଆଳୁ ଦର ଲାଗିଥିଲା। ଆଳୁ ସମସ୍ୟାର ସମାଧାନ ପାଇଁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି…

ହିମାଚଳରେ ପ୍ରକୃତିର ତାଣ୍ଡବ, ପ୍ରବଳ…

ଓଏଲ୍‌ ବ୍ୟୁରୋ: କେରଳର ଦୁର୍ଦ୍ଦଶା ଶେଷ ହୋଇନଥିବାବେଳେ ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ୪୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି…

ନିଟ୍ ପେପର ଲିକ୍ ମାମଲା: ରାୟ ଶୁଣାଇଲେ…

ଓଏଲ୍ ବ୍ୟୁରୋ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, କୌଣସି ବଡ଼ଧରଣ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଜଣା ପଡିଛି। କୌଣସି ବ୍ୟବସ୍ଥାଗତ ପ୍ରଶ୍ନପତ୍ର ଲିକ ହୋଇନଥିବାବେଳେ କେବଳ ପାଟଣା, ହଜାରୀବାଗରେ ହୋଇଛି। ତେବେ ଆଗାମୀ ଦିନରେ ତ୍ୱରିତ…

ପରଲୋକରେ ଅବସରପ୍ରାପ୍ତ ପ୍ରଫେସର ପ୍ରଦୀପ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ମୁଖ୍ୟ ଥିଲେ ପ୍ରଦୀପ ମହାପାତ୍ର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି…

ଭିଜିଲାନ୍ସ ବିଭାଗର ଚଢ଼ାଉ, ବନ୍ଧା ହେଲେ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ। ଗତ କିଛି ଦିନ ଲଗାତାର କୁବେର ବାବୁଙ୍କ ପରେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଗିରଫ ହୋଇଛନ୍ତି। ୫ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଗୋଲାମୁଣ୍ଡା ବିଡିଓ। ଭବାନୀପାଟଣାରୁ ମିଟିଂ ଫେରିବା ବେଳେ ଧରାପଡ଼ିଥିଲେ। ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଏହି ୬…

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡକୁ ଲାଗି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବାର…