Odisha Link
Bridging the Missing Links in Odisha
Daily Archives

August 3, 2024

ଲକ୍ଷ୍ୟଠାରୁ ଗୋଟିଏ ବିଜୟ ଦୂରରେ ଲକ୍ଷ୍ୟ…

ଓଏଲ୍‌ ବ୍ୟୁରୋ: ଭାରତର ଷ୍ଟାର ବ୍ୟାଡିମଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ପ୍ୟାରିସ୍‌ ଅଲିମ୍ପିକ୍ସର ୯ମ ଦିନରେ ପୁରୁଷ ଏକକ ବର୍ଗ ବ୍ୟାଡିମଣ୍ଟନର ସେମି ଫାଇନାଲ ମୁକାବିଲା ଖେଳିବେ। ସୁପର ସଣ୍ଡେରେ ହେବାକୁ ଥିବା ସୁପର ମୁକାବିଲାରେ ଲକ୍ଷ୍ୟ ସେନ୍‌ ଡିଫେଣ୍ଡିଂ ଚାମ୍ପିଅନ୍‌ ଭିକ୍ଟର ଏକ୍ସେଲନଙ୍କ ବିପକ୍ଷରେ…

ମଉଳିଲା ପଦକ ଆଶା, କ୍ବାର୍ଟର ଫାଇନାଲରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୮ମ ଦିନରେ ଭାରତୀୟ ତୀରନ୍ଦାଜ ଖେଳାଳି ଦୀପିକା କୁମାରୀଙ୍କୁ ନିରାଶ ହେବାକୁ ପଡ଼ିଛି। କ୍ବାର୍ଟର ଫାଇନାଲ ମୁକାବିଲରେ କୋରିଆ ଖେଳାଳି ସୁ ହୋଏନ୍‌ଙ୍କଠୁ ପରାସ୍ତ ହୋଇଛନ୍ତି ଦୀପିକା କୁମାରୀ। କ୍ବାର୍ଟର ଫାଇନାଲ ମୁକାବିଲାର ପ୍ରଥମ ସେଟ୍‌ ଦୀପିକା କୁମାରୀ…

୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସରକାରୀ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା। ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସରକାରୀ ବାବୁ। ମିଳିଥିବା ସୂଚନା ମୁତାବକ, ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ…

ତୀରନ୍ଦାଜରେ ମିଶ୍ରିତ ଫଳ: କ୍ୱାର୍ଟର…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୮ମ ଦିନରେ ଭାରତୀୟ ତୀରନ୍ଦାଜ ଖେଳାଳି ଦୀପିକା କୁମାରୀ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି। ମହିଳା ଏକକ ବର୍ଗର ଆଉ ପ୍ରି କ୍ୱାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ୬-୪ରେ ଜର୍ମାନୀର ମିଚେଲ କ୍ରୋପେନଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ପ୍ରବେଶ…

ବିମାନବନ୍ଦରରେ ବନ୍ୟା ପାଣି, ବିମାନ…

ଓଏଲ୍‌ ବ୍ୟୁରୋ: ପୂର୍ବ ଭାରତରେ ଲାଗି ରହିଛି ଲଗାଣ ବର୍ଷା। ଯାହାର ପ୍ରଭାବରେ ଜୀବନଯାତ୍ରା ପ୍ରବାହିତ ହୋଇଛି। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୁବାଷ ଚନ୍ଦ୍ର…

ସେପ୍ଟେମ୍ବର ୧୦ ଯାଏଁ BSKY, କେବେଠୁ…

ଓଏଲ୍‌ ବ୍ୟୁରୋ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେଓ୍ବାଇ)କୁ ନେଇ ଆସିଲା ବଡ଼ ଖବର। ସେପ୍ଟେମ୍ବର ୧୦ ତାରିଖ ପରେ ରାଜ୍ୟରେ ଲାଗୁହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ପୂର୍ବଭଳି ବିଏସ୍‌କେଓ୍ବାଇ ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମୁକେଶ…

ଅର୍ପଣ ଚାଉଳ ପ୍ରସଙ୍ଗରେ ମୁହଁ ଖୋଲିଲେ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ସାରା ରାଜ୍ୟର ଅଗଣିତ ଜଗନ୍ନାଥ ପ୍ରେମୀ ଅର୍ପଣ ଚାଉଳ ଶ୍ରୀମନ୍ଦିର ପଠାଇଥିଲେ। ତେବେ ସେହି ଅର୍ପଣ ଚାଉଳ ଏବେ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି…

ରବିବାର ଶ୍ରୀଜିଉଙ୍କ ଚିତାଲାଗି ନୀତି, ୪…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରବିବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଅବସରରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ଚିତାଲାଗି ନୀତି। ଶ୍ରୀମନ୍ଦିରରେ ଆସନ୍ତାକାଲି ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏଣୁ ଆପାତତଃ ଅପରାହ୍ନ ୨ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା…

୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ ପରେ ଆକ୍ସନ ମୁଡରେ ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ୧୬ ଜଣିଆ ମନ୍ତ୍ରି ମଣ୍ଡଳ ଗଠନ ହୋଇଥିଲା। ଏଥିସହିତ ବିଜେପି ସରକାରର ପ୍ରଥମ ବଜେଟ୍‌ ଅଧିବେଶନ ବି ଅନୁଷ୍ଠିତ ହୋଇଛି। ସରକାର ଗଠନ କରିବାର ପାଖାପାଖୀ ୨ ମାସ ପରେ…

ମନୁ ଭାକରଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ,…

ଓଏଲ୍‌ ବ୍ୟୁରୋ: ଭାରତର ପଦକ ରାଣୀ ମନୁ ଭାକରଙ୍କ ପ୍ୟାରିସ୍‌ ଅଲିମ୍ପିକ୍ସ ଯାତ୍ରା ଶେଷ। ଆଜି ଖେଳାଯାଉଥିବା ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି ମନୁ ଭାକର। ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ମନୁ ଭାକର ୨୫…