Odisha Link
Bridging the Missing Links in Odisha
Daily Archives

August 3, 2024

ଓ୍ୱାୟନାଡ ଭୂସ୍ଖଳନ: ଏବେବି ୨୦୦ ନିଖୋଜ,…

ଓଏଲ୍‌ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।…

ମାଲକାନଗିରି: ପୋଲ ଉପରେ ୩ଫୁଟ ଉଚ୍ଚର…

ଓଏଲ୍‌ ବ୍ୟୁରୋ: କିଛିଦିନ ହେବ ଓଡ଼ିଶାର ବିଭିିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ଅଧିକା ରହିଛି। ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ପୋଲ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି। ଫଳରେ ୩୨୬ ନମ୍ବର…

ପ୍ୟାରିସ୍‌ ଅଲିମ୍ପିକ୍ସ: ୮ମ ଦିନରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିିସ୍‌ ଅଲିମ୍ପିକ୍ସର ଆଜି ୮ମ ଦିନ। ଆଜି ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଭାରତକୁ ମିଳିପାରେ ପ୍ରଥମ ସ୍ବର୍ଣ୍ଣ ପଦକ। ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ତାଙ୍କ ପାଖରେ ଅଲିମ୍ପିକ୍ସରେ ଓ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ…

ମାଲକାନଗିରି: ଆଉ ରାସ୍ତାରେ ଗଡ଼ିବନି…

ଓଏଲ୍‌ ବ୍ୟୁରୋ: ଳକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଭିତରେ ଆସିଲା ବଡ଼ ଖବର। ମାଲକାନଗିରିରେ ଆଉ ଗଡ଼ବିନ ଲକ୍ଷ୍ମୀ ଏସ୍‌ ବସ୍। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରିର ୬ଟି ରୁଟ୍‌ରେ ବସ୍‌ ଚଳାଚଳ ବାତିଲ ହୋଇଛି। ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ…

ଗୁରୁବାର ପାଇଥିଲେ ପଦୋନ୍ନତି, ଶନିବାର…

ଓଏଲ୍‌ ବ୍ୟୁରୋ: ପଦୋନ୍ନତି ପାଇବା ପର ଦିନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଆଉ ଚଢ଼ାଉର ଦିନକ ପରେ ଗିରଫ ହେଲେ ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ଗୁରୁବାର ଚାକିରିରେ ପଦୋନ୍ନତି ପାଇଥିବା ପ୍ରଭାସ କୁମାର ପ୍ରଧାନ ଶନିବାର ଦିନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆୟ…