କ୍ବାର୍ଟର ଫାଇନାଲରେ ଶ୍ରୀଜେଶ୍ଙ୍କ…
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ହକି ବିଭାଗର ସେମି ଫାଇନାଲରେ ଭାରତୀୟ ହକି ଦଳର ପ୍ରବେଶ। କ୍ବାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ୍ ବ୍ରିଟେନ୍କୁ ସୁଟ୍ ଆଉଟ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ସୁଟ୍ ଆଉଟ୍ରେ ୪-୨ରେ ବିଜୟ ହାସଲ କରିଛି ଭାରତ। ଏଥିସହିତ ପ୍ରାୟ ୩୮ ମିନିଟ୍ର ଖେଳ ୧୦…