Odisha Link
Bridging the Missing Links in Odisha
Daily Archives

August 5, 2024

ବାଂଲାଦେଶ ସ୍ଥିତି ଅଣାୟତ୍ତ,…

ଓଏଲ୍ ବ୍ୟୁରୋ: ରବିବାର ସକାଳେ ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ…

ଅର୍ପଣ ଚାଉଳ ପ୍ରସଙ୍ଗ: ମୁଖ୍ୟ ପ୍ରଶାସକ ଓ…

ଓଏଲ୍ ବ୍ୟୁରୋ: ୧୦ ହଜାର ଉର୍ଦ୍ଧ୍ବ କୁଇଣ୍ଟାଲ୍ ଅର୍ପଣ ଚାଉଳରେ ପୋକ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ। ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ଆଲୋଚନା କରିଥିଲେ ସୁଆର ମହାସୁଆର…

ପରଲୋକରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବିଶିଷ୍ଟ ବ୍ୟଙ୍ଗଶିଳ୍ପୀ ଜ୍ଞାନ ରଥ। ରବିବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସୂଚନାଥାଉକି, ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ,…

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ ୫ଟିରୁ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ରତ୍ନଭଣ୍ଡାରକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ଆଲୋଚନା ପରେ ରାଜ୍ୟ ସରକାରଙ୍କ ନିକଟକୁ…

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୬ ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ.... ୧-ଲାଲା ମନୋଜ କୁମାର ରାୟ, ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ୨- ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ…

ନିବେଶକ ହରାଇଲେ ୧୭ ଲକ୍ଷ କୋଟି,…

ଓଏଲ୍‌ ବ୍ୟୁରୋ: ଆମେରିକା ବଜାରରେ ବିମୁଦ୍ରୀକରଣର ଆଶଙ୍କା। ଏହି ଖବର ଆସିବା ପରେ ଭାରତୀୟ ବଜାର ହଲଚଲ। ଭାରତର ସେେୟାର ବଜାରରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଆଜିର କାରବାର ଆରମ୍ଭରୁ ସେନସେକ୍ସ ପାଖାପାଖି ୨୪୦୦ ପଏଣ୍ଟ ତଳକୁ ଖସି ଯାଇଛି। ଯାହାଫଳରେ ୭୮,୬୦୦ରେ କାରବାର ଆରମ୍ଭ କରିଥିଳା ସେନସେକ୍ସ।…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ,…

ଓଏଲ୍ ବ୍ୟୁରୋ: ଆଜି (ସୋମବାର) ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି କାର୍ଯ୍ୟକ୍ରମ। ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

କିଏ ହେବେ ପିସିସି ସଭାପତି? ଦିଲ୍ଲୀରୁ…

ଓଏଲ୍ ବ୍ୟୁରୋ: କିଏ ହେବେ ନୂଆ ପିସିସି ସଭାପତି ? ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ, ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ତେବେ ଏସବୁ ପ୍ରଶ୍ନ ଭିତରେ ତାରା ବାହିନୀପତିଙ୍କୁ ନେଇ ଚର୍ଚ୍ଚା ମଧ୍ୟ…

ବଢୁଛି ହୀରାକୁଦ ଜଳସ୍ତର, ୧୪ଟି ଗେଟ୍…

ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ଫୁଟରେ ପହଂଚିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ୧୪ଟି…

ପ୍ୟାରିସ୍‌ ଅଲିମ୍ପିକ୍ସ: ସେମି ଫାଇନାଲ…

ଓଏଲ୍‌ ବ୍ୟୁରୋ: ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା। ପ୍ୟାରିସ୍‌ ଅଲିମ୍ପିକ୍ସର ପୁରୁଷ ହକି ବିଭାଗର ସେମି ଫାଇନାଲ ମୁକାବିଲା ଖେଳି ପାରିବେ ନାହିଁ ଓଡ଼ିଆ ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ୍‌ ବ୍ୟାନ୍‌ ଲଗାଇଛି…