Odisha Link
Bridging the Missing Links in Odisha
Daily Archives

August 6, 2024

ଇତିହାସ ରଚିଲେ ଭିନେଶ ଫୋଗଟ, ଭାରତ ପାଇଁ…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। ଅଲିମ୍ପିକ୍ସର କୁସ୍ତି ବିଭାଗର ୫୦ କେଜି ଫ୍ରି ଷ୍ଟାଇଲ ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗାଟ। ଭାରତର ପ୍ରଥମ ମହିଳା କୁସ୍ତ ଯୋଦ୍ଧା ଭାବେ ଭିନେଶ ଫୋଗାଟ ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ…

ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍‌…

ଓଏଲ୍‌ ବ୍ୟୁରୋ: ଡାକ୍ତର ସନ୍ଦୀପନ୍‌ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍‌ ଅଫ୍‌ ପେଡିଆଟ୍ରିକ୍‌ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍‌ ସୋସାଇଟି ଫର୍‌ ପେଡିଆଟ୍ରିକ୍‌ ଡର୍ମାଟୋଲୋଜି (ଆଇଏସ୍‌ପିଡି)ର ଜାତୀୟ ସମ୍ମିଳନୀ ତଥା ରୌପ୍ୟ…

ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ…

ଓଏଲ୍‌ ବ୍ୟୁରୋ: ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍‌ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି । ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ ଅବସ୍ଥାରେ ସମ୍ମମ୍‌ର…

ଏଣିକି ଗୋଟିଏ କାର୍ଡରେ ମିଳିବ ସମସ୍ତ…

ଓଏଲ୍‌ ବ୍ୟୁରୋ: ଏଣିକି ଗୋଟିଏ କାର୍ଡରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସେବା। କାରଣ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ମାସ ୧୦ ତାରିଖ ପରେ ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ…

କେନ୍ଦ୍ରାପଡ଼ାରେ ଅଘଟଣ: ବୁଡ଼ିଲା ୩…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ମହାକାଳପଡ଼ା ନିକଟରେ ୩ ଡ଼ଙ୍ଗା ବୁଡି ଯାଇଥିବା ଜଣା ପଡିଛି। ଡଙ୍ଗାରେ ଥିବା ୧୬ ଜଣ ମତ୍ସ୍ୟଜୀବୀ ଫସିଥିବା ସୂଚନା ରହିଛି। ଡଙ୍ଗାରେ ଅତ୍ୟଧିକ ମାଛ ଥିବାରୁ ନଦୀରେ ଫସି ଯାଇଥିବା କୁହାଯାଉଛି। ଅନ୍ୟପଟେ, ରାଜ୍ୟର ବିଭିନ୍ନ…

କୁସ୍ତିର ସେମି ଫାଇନାଲରେ ଭିନେଶ ଫୋଗଟ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୧୧ତମ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି। କୁସ୍ତିର ମହିଳା ବିଭାଗରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଖେଳାଳି ଭିନେଶ ଫୋଗଟ। ସେ କ୍ବାର୍ଟର ଫାଇନାଲ ମୁକାବିଲାରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଚନ୍ତି ଭିନେଶ ଫୋଗଟ। ସେ ସେମି…

ଭାରତୀୟ ସଂସଦରେ ବାଂଲାଦେଶ ଝଡ଼,…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ବାଂଲାଦେଶର ସରକାର ଭାଙ୍ଗିଯାଇଛି। ଏସବୁ ଭିତରେ ଭାରତୀୟ ସଂସଦରେ ଆଜି ବାଂଲାଦେଶକୁ ନେଇ ଝଡ ଦେଖିବାକୁ ମିଳିଛି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି…

ଜାଭେଲିନ୍‌ ‌ଥ୍ରୋ ଫାଇନାଲ ରାଉଣ୍ଡରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରାଙ୍କ କମାଲ। ୮୯.୩୪ ମିଟର ଥ୍ରୋ ସହ ନିଜର ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା ଅନ୍ୟପଟେ ଓଡ଼ିଆ ପୁଅ କିଶୋର ଜେନା ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନାହାନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କିଶୋର…

ପୁଣି ବିଗିଡ଼ିଲା ଲାଲକୃଷ୍ଣ ଆଡଭାନୀଙ୍କ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ବିଜେପିର ଭେଟେରାନ୍ ନେତା ଆଡ଼ଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପୃକ୍ତ ମେଡିକାଲର ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିବାରୁ ତାଙ୍କୁ ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ଭଟ୍ଟୀ…

କୁସ୍ତି କ୍ବାର୍ଟର ଫାଇନାଲରେ ଭିନେଶ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୧୧ତମ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି। କୁସ୍ତିର ମହିଳା ବିଭାଗରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଖେଳାଳି ଭିନେଶ ଫୋଗଟ। ସେ ଜର୍ମାନୀର ୟୁଇ ସୁସାକିଙ୍କୁ ମାତ୍‌ ଦେଇ କ୍ବାର୍ଟର ଫାଇନାଲ ମୁକାବିଲାରେ ପ୍ରବେଶ କରିଛନ୍ତି। ଭିନେଶ ୫୦ କେଜି…