Odisha Link
Bridging the Missing Links in Odisha
Daily Archives

August 6, 2024

ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ମିଳୁନି…

ଓଏଲ୍‌ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୦୨ଛୁଇଁଛି। ଏଥିସହିତ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଲୋକଙ୍କ ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ୧୨୦୦ ଟିମ୍‌ ନିୟୋଜିତ ଅଛନ୍ତି। ସେନା,…

ଶାସନଗାଦିରୁ ହସିନାଙ୍କୁ ଗାଦିଚ୍ୟୁତ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୧ ତାରିଖରେ ଭାରତ ଆସିଥିଲେ ତତ୍କାଳୀନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରେଡ କାର୍ପେଟରେ ସ୍ବାଗତ କରିଥିଲେ। ହେଲେ ୪୫ ଦିନ ପରେ କାହାଣୀ ଭିନ୍ନ ମୋଡ଼ ନେଇଛି। ବାଂଲାଦେଶ ହିଂସା ମଧ୍ୟରେ ହସିନା ଭାରତ ଆସିଛନ୍ତି ହେଲେ ପୂର୍ବତନ…

ପୋଲାଭରମ୍‌ ଗସ୍ତରେ ଯିବ ବିଜେଡି ଟିମ୍,…

ଓଏଲ୍‌ ବ୍ୟୁରୋ: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏକ ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହେବ। ମୋହନ ସରକାରଙ୍କ ଏହା ଚତୁର୍ଥ କ୍ୟାବିନେଟ୍ ବୈଠକ। ତେବେ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ…

ପୁଣି ଚିନ୍ତା ବଢ଼ାଇଲା ଆଳୁ ଦର, କେଜି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆଳୁ ଦର। ଆଳୁ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ହଠାତ ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ ଲାଗିଛି। କଟକ ଛତ୍ରବଜାର, ଭୁବନେଶ୍ବର ଆଇଗିଣିଆ ଗୋଦାମରେ ସଂକଟ ଦେଖାଦେଇଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନେଇଲା…

ବାଂଲାଦେଶରେ ବଢୁଛି ହିଂସା, ଭାରତୀୟଙ୍କୁ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ଭାରତର ସଂସଦରେ ଚାଲିଛି ସର୍ବଦଳୀୟ ବୈଠକ। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାଂଲାଦେଶରେ ହେଉଥିବା ହିଂସାକାଣ୍ଡର ସମସ୍ତ ବିବରଣୀ ଉପରେ ମତ ରଖୁଛନ୍ତି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ବୈଠକରେ…

ବାଂଲାଦେଶ: ମାତ୍ର ୨ ମାସ ମଧ୍ୟରେ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବରେ ଏବେ ବାଂଲାଦେଶ ଦଙ୍ଗାର ଖବର। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ୍‌ ହସିନା ବାଂଲାଦେଶ ମାଟି ଛାଡ଼ିବା ପରେ ବି ଥମୁନି ହିଂସା। ଆଜି ବି ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହିତ ପ୍ରଦର୍ଶନ ଜାରି ରଖିଛନ୍ତି। ତକାଲି ଶେଖ ହସିନାଙ୍କ ଦଳର ଜଣେ…

ବାଂଲାଦେଶରେ ସ୍ଥିତି ଅଣାୟତ୍ତ, କିଏ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ। ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇଛନ୍ତି। ତେବେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ବାଂଲାଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ…

ଅଲିମ୍ପିକ୍ସ: ହକି ଫାଇନାଲ ଟିକେଟ୍ ପାଇଁ…

ଓଏଲ୍‌ ବ୍ୟୁରୋ: କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍‌ ଅଲିମ୍ପିକ୍ସର ଆଜି ହେଉଛି ୧୧ତମ ଦିନ। ଆଜିର ଦିନ ଭାରତୀୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରୁଥିବା ଭାରତୀୟ ହକି ଦଳ ଆଜି ସେମି ଫାଇନାଲ ମୁକାବିଲା ଖେଳିବ। ବିଶ୍ବ ର‍୍ୟାଙ୍କିଙ୍ଗର ୪ର୍ଥ ସ୍ଥାନରେ ଥିବା…

ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ…

ଓଏଲ୍‌ ବ୍ୟୁରୋ: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ। ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି…