Odisha Link
Bridging the Missing Links in Odisha
Daily Archives

August 7, 2024

ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା?…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୩ ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ଉପ-ନିର୍ବାଚନ। ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।…

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା,…

ଓଏଲ୍‌ ବ୍ୟୁରୋ: ଉତ୍ତର ଓଡ଼ିଶା ବାୟୁ ମଣ୍ଡଳ ଉପରି ଭାଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହି ଜିଲ୍ଲା ଗୁଡିକ ହେଲା, ସୁନ୍ଦରଗଡ଼,…

ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ ହେଉଥିବାବେଳେ ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ଭିତରେ ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଆଲର୍ଟ କରାଯାଇଛି। ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଉପରେ ଉପରେ ନଜର ରଖିବାକୁ…

ନେପାଳରେ ବିମାନ ଦୁର୍ଘଟଣା, ଚାଲିଗଲା ୪…

ଓଏଲ୍‌ ବ୍ୟୁରୋ: ପୁଣିଥରେ ନେପାଳରେ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଛି। ନେପାଳର ନୂଆକୋଟ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ତେବେ ଏନେଇ ବିମାନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ସୂଚନା ଅନୁସାରେ, ଗତ…

ଭିନେଶ ଫୋଗଟ ଅସୁସ୍ଥ, ଭାଙ୍ଗିଗଲା ପଦକ…

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା ମିଳିଛି। ୫୦ କେଜିରୁ ଭିନେଶ…

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ,…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୩ ତାରିଖରେ ହେବ ରାଜ୍ୟସଭା ଉପ-ନିର୍ବାଚନ। ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।…

ଶେଷ ଦିନିକିଆ: କର ବା ମର ମ୍ୟାଚରେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ ମ୍ୟାଚ୍। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ସେହିପରି ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯୁବ ଖେଳାଳି ରିଆନ୍‌ ପରାଗ…

ସରକାରୀ ପଦନ୍ନୋତିରୁ ହଟିଲା ଫାଇଫ୍-ଟି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରଚଳିତ ଫାଇଫ୍-ଟି ଚାର୍ଟର ଓ ମୋ ସରକାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସରକାରୀ ପଦନ୍ନୋତିରୁ ଫାଇଫ୍-ଟି ଚାର୍ଟର ଓ ମୋ ସରକାରକୁ ହଟାଇ ଦିଆଯାଇଛି। କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର। ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ…

ଭିନେଶଙ୍କୁ ମୋଦିଙ୍କ ସାନ୍ତ୍ୱନା, ତୁମ…

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ…

ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି। AGMUT କ୍ୟାଡର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୩୦…