Odisha Link
Bridging the Missing Links in Odisha
Daily Archives

August 7, 2024

କ’ଣ ପାଇଁ ଅଯୋଗ୍ୟ ଘୋଷିତ ହେଲେ…

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ…

ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ,…

ଓଏଲ୍‌ ବ୍ୟୁରୋ: ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସହ ପୁରୁଣା ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ ଯୋଜନାକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨୦୨୪-୨୫ରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ ଯୋଜନାକୁ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ ୧୦୮୪…

ରାଜ୍ୟରେ ନିଯୁକ୍ତ ହେବେ ୧୦୦ ଦକ୍ଷ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନିଯୁକ୍ତ ହେବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ। ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡି), ଅଲି ଜବର୍ ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ…

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ବଡ଼…

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ ଓଜନ ହୋଇଥିବାର ସୂଚନା ରହିଛି।

ଏଣିକି ସହଜ ହେବ ମାଧ୍ୟମିକ ବିଦ୍ୟାଳୟର…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ବଡ ନିର୍ଦ୍ଦେଶାନାମା ଜାରି ହୋଇଛି। ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବଦଳି କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଚାକିରୀରେ ବଦଳି ଚାହୁଁଥିବେ, ସେମାନେ ବଦଳି କରି…

ପ୍ୟାରିସ୍‌ ଅଲିମ୍ପିକ୍ସ: ଦ୍ବାଦଶ ଦିନରେ…

ଓଏଲ୍‌ ବ୍ୟୁରୋ: ଆଜି ପ୍ୟାରିସ୍‌ ଅଲିମ୍ପିକ୍ସର ୧୨ତମ ଦିନ। ଆଜି ଭାରତ ଦୃଷ୍ଟି କୋଣରୁ ଦେଖିଲେ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସାରା ବିଶ୍ବ ଦେଖିବ ଭାରତର ନାରୀ ଶକ୍ତିର ଝଲକ। ସୁଟିଂରେ ୩ଟି ପଦକ ଜିତିଥିବା ଭାରତ ଖାତାକୁ ଆଜି ଆଉ ଏକ ପଦକ ଆସିବା ନିଶ୍ଚିତ ହୋଇ ସାରିଛି। ଭାରତୀୟ ମହିଳା କୁସ୍ତି…

କେରଳ ଭୂସ୍ଖଳନ: ଏବେବି ଶତାଧିକ ନିଖୋଜ,…

ଓଏଲ୍‌ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୦୦ ଛୁଇଁ ସାରିଛି। ଏଥିସହିତ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଲୋକଙ୍କ ପତ୍ତା ମିଳିପାରି ନାହିଁ।କେରଳ ସରକାର ନିଖୋଜ ବ୍ୟକ୍ତିଙ୍କ ପରିଚୟ ପାଇଁ ସ୍ୱତନ୍ତ୍ର…

ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାଙ୍କୀ ସହ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାଙ୍କୀରେ ସର୍ବାଧିକ ୩୧୭, ଭାପୁରରେ ୨୧୦ ମିମି, ବେଗୁନିଆ ୧୯୬,…

ଅଲିମ୍ପିକ୍ସ: ପଦକ ରାଣୀ ମନୁ ଭାକରଙ୍କୁ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଇତିହାସ ରଚିଥିବା ସୁଟର ମନୁ ଭାକର ଭାରତରେ ପହଁଞ୍ଚିଛନ୍ତି। ୨ଟି ବ୍ରୋଞ୍ଜ ପଦକ ବିଜୟିନୀ ମନୁ ଭାକର ଓ ତାଙ୍କ କୋଚ୍‌ ଜସପାଲ ରାଣାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଉଭୟ ମନୁ ଭାକର ଓ ତାଙ୍କ କୋଚ୍‌ ଜସପାଲ…

‘ଗରିବଙ୍କ ବ୍ୟାଙ୍କର୍’ରୁ ନୋବେଲ ବିଜେତା,…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ ହେଉଥିବାବେଳେ ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇଛନ୍ତି। ତେବେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ନୋବେଲ ବିଜେତା ମହମ୍ମଦ…