Odisha Link
Bridging the Missing Links in Odisha
Daily Archives

August 13, 2024

ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ…

ଓଏଲ୍‌ ବ୍ୟୁରୋ: ଭାରତର ଷ୍ଟାର ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବଡ଼ ଝଟକ।। ଦେଢ଼ବର୍ଷ ପାଇଁ ପ୍ରମୋଦ ଭଗତଙ୍କୁ ନିଲମ୍ବିତ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ୍। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡିଛି। ତେବେ ୨୦୨୪…

ଅଗଷ୍ଟ ୧୫ରେ ‘ସୁଭଦ୍ରା…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍‌ଓପି। ଜନତାଙ୍କ ମତାମନ ନିଆଯିବା ପରେ ସାର୍ବଜନୀନ ହେବ ଏସ୍‌ଓପି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସେ ଆହୁରି କହିଛନ୍ତି, ଏସ୍‌ଓପି ଆସିଲା ପରେ ରୂପରେଖ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ- ୨୦୨୦ରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ଥିବା ଅସଙ୍ଗତି ଦୂର ସହ…

୭ଟି ପଞ୍ଚାୟତ ସମିତିରେ ହେବ ଉପନିର୍ବାଚନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ୭ଟି ପଞ୍ଚାୟତ ସମିତିରେ ହେବ ଉପନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ସୂଚନା…

ପରଲୋକରେ ଧନୁଯାତ୍ରାର ପୂର୍ବତନ କଂସ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ସୁନାମଧନ୍ୟ କଳାକାର ତଥା ପୂର୍ବତନ କଂସ ମହାରାଜ ଗୋପାଳ ସାହୁ। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଶ୍ରୀ ସାହୁ। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ…

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଅଚଳାଚଳ…

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ଗତକାଲି ଭିଜିଲାନ୍ସ ଟିମ୍‌ ଶ୍ରୀ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସମ୍ପତ୍ତି ଦେଖି ତାଜୁବ୍‌ ହୋଇ ଯାଇଥିଲେ ଭିଜିଲାନ୍ସ ଅଧିକାରୀ। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ…

BWFର ବଡ଼ କାର୍ଯ୍ୟାନୁଷ୍ଠାନ,ଦେଢ଼ ବର୍ଷ…

ଓଏଲ୍‌ ବ୍ୟୁରୋ: ଭାରତର ଷ୍ଟାର ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବଡ଼ ଝଟକ।। ଦେଢ଼ବର୍ଷ ପାଇଁ ପ୍ରମୋଦ ଭଗତଙ୍କୁ ନିଲମ୍ବିତ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ୍। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡିଛି। ତେବେ ୨୦୨୪…