Odisha Link
Bridging the Missing Links in Odisha
Daily Archives

August 16, 2024

ରାଜଧାନୀରେ ଚାଞ୍ଚଲ୍ୟ: ୭ ସିମ୍‌ ବକ୍ସ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଜଣେ ସନ୍ଦିଗ୍ଧଙ୍କ ନିକଟରୁ ଜବତ ହୋଇଛି ୭ଟି ସିମ୍‌ ବକ୍ସ। ସିମ୍‌ ବକ୍ସ ମାଧ୍ୟମରେ ବେଆଇନ୍‌ କାର୍ଯ୍ୟ କରୁଥିବା ବେଳେ ମାଡ଼ି ବସିଛି କମିଶନରେଟ୍‌ ପୁଲିସ୍। ଏବେ ସନ୍ଦିଗ୍ଧକୁ ପଚରାଉଚରା କରୁଛି କମିଶନରେଟ୍‌ ପୁଲିସ। ଆଜି ପୁଲିସ ଚଢ଼ଉ ବେଳେ ଘରେ ଗୋଟିଏ…

ଓଡ଼ିଶା ପୁଲିସ ମୁଖିଆ ଭାବେ ଦାୟିତ୍ବ ନେଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପୁଲିସ ଡିଜି ଭାବେ ଆଜି ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ। ସ୍ପେଶାଲ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କଠୁ ଦାୟିତ୍ବ ନେଇଛନ୍ତି ଓ୍ବାଇ ବି ଖୁରାନିଆ ।ଆଜି ପୂର୍ବାହ୍ନରେ ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି।…

କଂଗ୍ରେସ ଛାଡ଼ିବା ପରେ ପ୍ରତିକ୍ରିୟା…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ। କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ। ମେଲ୍‌ ଯୋଗେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଛାଡ଼ିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି, ଦଳରେ ମୋର କୌଣସି ସମ୍ମାନ ନାହିଁ।…

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ। କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ। ମେଲ୍‌ ଯୋଗେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଛାଡ଼ିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି, ଦଳରେ ମୋର କୌଣସି ସମ୍ମାନ ନାହିଁ।…

ଜମ୍ମୁ-କଶ୍ମୀର ନିର୍ବାଚନ: ବଦଳି ହେଲେଣି…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀରରେ ଏଥର ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ସେହିପରି ଗୋଟିଏ ପର୍ଯ୍ୟାୟରେ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ନିର୍ବାଚନ…

ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଜମ୍ମୁ-କଶ୍ମୀର ଓ ହରିୟାଣା ହେବ ବିଧାନସଭା ନିର୍ବାଚନ। ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀରରେ ଏଥର ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ…

୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କଶ୍ମୀର…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀରରେ ଏଥର ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ସେହିପରି ଗୋଟିଏ ପର୍ଯ୍ୟାୟରେ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ…

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:…

ଓଏଲ୍‌ ବ୍ୟୁରୋ: ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଘୋଷଣା। ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇ ଥିବାବେଳେ ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ସେହିପରି ଶର୍ମିଲା ଟାଗୋରଙ୍କ ଅଭିନୀତ…

ବିଏମ୍‌ସିରେ କମ୍ପନ, ବିଜେଡି ଛାଡ଼ି…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ ହେଲେ ଏବେ ସୁଦ୍ଧା ସରିନାହିଁ ଦଳ ଅଦଳବଦଳ ରାଜନୀତି। ଆଜି ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିର ହାତ ଧରିଛନ୍ତି ଭୁବନେଶ୍ବର ମହାନଗର ନିଗମର ୩୭ ନଂ ଓ୍ବାର୍ଡର କର୍ପୋରେଟର ବନ୍ଦିତା ପାଲ। ସେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର…

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ…

ଓଏଲ୍‌ ବ୍ୟୁରୋ: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ମାମଲାରେ ଦିନକୁଦିନ ତୀବ୍ର ହେଉଛି ପ୍ରତିବାଦ। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ…