ଓଡ଼ିଶାକୁ ମିଳିଲେ ନୂଆ ପୁଲିସ ମୁଖିଆ,…
ଓଏଲ୍ ବ୍ୟୁରୋ: ଓଡ଼ିଶାର ପରବର୍ତ୍ତୀ ନୂଆ ପୁଲିସ ମୁଖିଆ କିଏ ହେବ? ଲାଗି ରହିଥିବା କଳ୍ପନା ଜଳ୍ପନାରେ ଅନ୍ତ ଘଟିଛି। ଓଡ଼ିଶାର ପରବର୍ତ୍ତୀ ପୁଲିସ ମୁଖିଆ ହେବେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖରାନିଆ। ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର…