Odisha Link
Bridging the Missing Links in Odisha
Daily Archives

August 20, 2024

ରାଜ୍ୟରେ କେତେ ମହାବଳ ଓ ହାତୀ ଅଛନ୍ତି ?

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବର୍ତ୍ତମାନ ୨୭ଟି ମହାବଳ ବାଘ ସହିତ ୨୦୯୮ଟି ହାତୀ ଅଛନ୍ତି। ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର,…

ବାପା ଭାରତ ପାଇଁ ଆପଣଙ୍କ ସ୍ବପ୍ନ ପୂରଣ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ୮୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ସମେତ ରାହୁଲ ଗାନ୍ଧୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା…

ଟ୍ରେନ୍‌ରେ ଆସୁଛି ୪୮ ହଜାର କ୍ବିଣ୍ଟାଲ…

ଓଏଲ୍‌ ବ୍ୟୁରୋ: ଏବେବି ଓଡ଼ିଶାରେ ଆଳୁ ଦର କମିନି। ସମ୍ବଲପୁରରେ ଆଳୁ କିଲେ ୨୬ ଥିବା ବେଳେ କଟକ-ଭୁବନେଶ୍ବରରେ ୩୦-୩୫ ରହିଛି। ଏସବୁ ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ବଡ଼ ବୟାନ। ସେ ଆଳୁ ପ୍ରସଙ୍ଗରେ କହିଛନ୍ତି, ଚଢ଼ା ଦରରେ ଆଳୁ ବିିକିଲେ ଅସାଧୁ ବେପାରୀଙ୍କ ଉପରେ ହେବ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଆରଆଇ ଓ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଗିରଫ ହେଲେ ସରକାରୀ ଅଫିସର। କେଶାଇବାହାଲ ଆରଆଇ ଓ ଅମିନଙ୍କଚ ଗିରଫ କରିଛି ଭିଜିଲାନ୍ସ। ଆରଆଇ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫ ହୋଇଛନ୍ତି। ଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌।…

୨୩ ତାରିଖରେ ରତ୍ନଭଣ୍ଡାରରୁ କଢ଼ାଯିବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୩ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେବ ଆଲମିରା ଓ ସିନ୍ଦୁକ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କରାଯିବ ସ୍ଥାନାନ୍ତର। ନିଳାଦ୍ରୀ ବିହାର ମ୍ୟୁଜିୟମ ନିକଟ ଏକ ଗୃହରେ ରଖାଯିବ ବୋଲି ମିଳିଛି ସୂଚନା। ୨୩ ତାରିଖ ଅପରାହ୍ନ ୧ରୁ ସିନ୍ଦୁକ ଓ…

ସିମ୍‌ ବକ୍ସ ମାମଲା: ଝାଡ଼ଖଣ୍ଡରୁ ଜବତ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପୁଲିସକୁ ବଡ଼ ସଫଳତା। ଭୁବନେଶ୍ବର ଓ କଟକ ପରେ ଏବେ ଝାଡ଼ଖଣ୍ଡରୁ ଜବତ ହେଲି ସିମ୍‌ ବକ୍ସ। ଝାଡ଼ଖଣ୍ଡ ପୁଲିସ ସହାୟତାରେ ଝାଡ଼ଖଣ୍ଡ ମୌଲାନା ଆଜାଦ କଲୋନୀରୁ ଜବତ ହୋଇଛି ସିମ୍‌ ବକ୍ସ। ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡରୁ ୫ଟି ସିମ୍‌ ବକ୍ସ ଜବତ ହୋଇଛି। ଏଥିରେ ପ୍ରାୟ ୧ ହଜାରରୁ ଅଧିକ ସିମ୍‌…

ଆସନ୍ତାକାଲି ଓଡ଼ିଶା ଆସିବ ଭାରତୀୟ ହକି ଦଳ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶା ଆସିବେ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ…

ବିଜେଡି ଦଖଲରେ ରହିଲା ନିମାପଡ଼ା…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଶେଷ ହେବାର ୨ ମାସ ପରେ ନିମାପଡ଼ା ରାଜନୀତି ଚର୍ଚ୍ଚାରେ। ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ସସ୍ମିତାଙ୍କ ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ ହୋଇଛି ପ୍ରସ୍ତାବ। ନିଜ ପଦ ବଜାୟ ରଖିବାରେ ସଫଳ…

“କଂଗ୍ରେସରେ ନାହିଁ କନ୍ଦଳ”

ଓଏଲ୍‌ ବ୍ୟୁରୋ: ମୁଁ ନୁହେଁ, ଆମେ। ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି। ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ…

କାଲି ଶ୍ରୀଜିଉଙ୍କ ବନକଲାଗି ନୀତି,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ…