Odisha Link
Bridging the Missing Links in Odisha

ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା, ମନ୍ତ୍ରୀ କଲେ ଘୋଷଣା

ଓଏଲ୍‌ ବ୍ୟୁରୋ: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି। ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରତି ମିଲ୍‌ ପିଛା ୧ ଟଙ୍କା ବୃଦ୍ଧି ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟରେ ପ୍ରାୟ ୪୬ଲକ୍ଷ ଛାତ୍ରଛାତ୍ରୀ ଖାଉଛନ୍ତି ମଧ୍ୟାହ୍ନ ଭୋଜନ।

Leave A Reply

Your email address will not be published.