ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍,…
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇଥିବାବେଳେ ରେଙ୍ଗାଲି ଡ୍ୟାମ ଗେଟ ଖୋଲିଛି। ରେଙ୍ଗାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ରେଙ୍ଗାଲି ଡ୍ୟାମର ଜଳସ୍ତର ୧୨୧.୨୭ ମିଟର ରହିଛି। ବ୍ରାହ୍ମଣୀ ନଦୀକୂଳିଆ ବାସୀଙ୍କୁ ସତର୍କ…