Odisha Link
Bridging the Missing Links in Odisha
Daily Archives

August 24, 2024

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଗୁଲ। ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ କଶ୍ମୀରର ୯୦ଟି ଆସନରେ ମତଦାନ। ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ…

ଅସ୍ତିତ୍ୱ ହରାଉଛି ଗୋବରୀ ନଦୀ, ପ୍ରତିଦିନ…

ଓଏଲ୍‌ ବ୍ୟୁରୋ: ଦିନ ଥିଲା ଗୋବରୀ ନଦୀ ପାଇଁ ୯ ପଞ୍ଚାୟତ ଶସ୍ୟ ଶ୍ୟାମଳା ହେଉଥିଲା। ଅନେକ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଗୋବରୀ ନଦୀ। ଏଥିଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ ବଦଳିବା ସାଙ୍ଗକୁ ନଦୀର ନକ୍ସା ବି ବଦଳି ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୫…

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ…

ଓଏଲ୍‌ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲରେ ହୋଇଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କଠୁ ଆରମ୍ଭ କରି ପୁର୍ବତନ ଅଧ୍ୟକ୍ଷଙ୍କ ପଚରାଉଚରା…

୧୫୬ଟି ଔଷଧକୁ ନିଷିଦ୍ଧ ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର। ଫିକ୍ସଡ୍ ଡୋଜ୍ କମ୍ୱିନେସନ ବା ଏଫ୍‌ଡିସି ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧ ଗୁଡିକ…

ପୁଣେରେ ହେଲିକପ୍ଟର କ୍ରାସ୍, ଦୁର୍ଘଟଣାରେ…

ଓଏଲ୍‌ ବ୍ୟୁରୋ: ପୁଣି ଏକ ହେଲିକପ୍ଟର କ୍ରାସ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଣେରେ ଖରାପ ପାଗ ଓ ପ୍ରବଳ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର AW 139। ହେଲିକପ୍ଟରରେ କ୍ଯାପଟେନଙ୍କ ସମେତ ୪ ଜଣ ଥିବା ସୂଚନା ରହିଛି। ତେବେ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣା ହୋଇଥିବା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ,…

ଓଏଲ୍‌ ବ୍ୟୁରୋ: ପୁଣି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଓ ତତସଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ…

ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦ ଟଙ୍କାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ…

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ…

ଓଏଲ୍‌ ବ୍ୟୁରୋ: ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ମୃତା ଯୁବତୀଜଣକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି। ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମୋନାଲିସା…

ସନ୍ନ୍ୟାସ ପରେ ବି ଶିଖର ଧଓ୍ବନ ଖେଳିବେ…

ଓଏଲ୍‌ ବ୍ୟୁରୋ: ୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କ୍ରିକେଟରୁ ସନ୍ନ୍ୟାସ ନେଲେ ବିଶ୍ବ କ୍ରିକେଟର ଗବ୍ବର ତଥା ଭାରତୀୟ କ୍ରିକେଟ୍‌ ଟିମର ଷ୍ଟାର ଓପନର ଶିଖର ଧଓ୍ବନ। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ…

ଛତିଶଗଡ଼ରେ ମାଓ ମୁକାବିଲା ବୈଠକ, ସାମିଲ…

ଓଏଲ୍‌ ବ୍ୟୁରୋ: ମାଓ ଉପଦ୍ରଵ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ରାୟପୁରରେ ନକ୍ସଲ ମୁକାବିଲା ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ସମେତ ୭ ନକ୍ସଲ ପ୍ରଭାବିତ ରାଜ୍ୟକୁ ନେଇ ବୈଠକ କରାଯାଇଛି। ମୁଖ୍ୟ ସଚିବ…