Odisha Link
Bridging the Missing Links in Odisha
Daily Archives

August 24, 2024

କୋଲକାତା ଡାକ୍ତର ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହି ଘଟଣାରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ…

ବଡ଼ ଖବର: ଅଗଷ୍ଟ ୨୬ରେ ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଏସବୁ ଭିତରେ ଆସନ୍ତା ସୋମବାର ଅଗଷ୍ଟ ୨୬ ତାରିଖରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସରକାରୀ ଛୁଟି ଥିବାରୁ ଏହି ଦିନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।…

ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ?…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଆଇନ୍‌ ମନ୍ତ୍ରୀଙ୍କ ବୟାନ ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୟାନ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଠିକ୍‌ ସମୟରେ ସରକାର…

ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ଆଉ…

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଏଭଳିସ୍ଥିତିରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଘଟିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଉ ୮ଟି ଗେଟ ଖୋଲା କରିଛନ୍ତି। ମୋଟ୍ ୧୪ ଗେଟ୍ ଦେଇ ଜଳ…

ଯୁକ୍ତ ୩ ନାମଲେଖା ପ୍ରକ୍ରିୟାରେ ନୂଆ…

ଓଏଲ୍‌ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖାଇବା ପାଇଁ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ତଥା ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏକ ବଡ଼ ଘୋଷଣା କରିଛନ୍ତି। ଯୁକ୍ତ ୩ ନାମଲେଖା ଗାଇଡଲାଇନ୍‌ରେ ପରିବର୍ତ୍ତନ ହୋଇଥିବା ସେ ଗଣମାଧ୍ୟମକୁ ସୂଚନା…

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ପ୍ରଥମେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଚଳାବସ୍ଥା ସୃଷ୍ଟି ହେବାରୁ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି। ସୂଚନା ଅନୁସାରେ,…

ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଛି। ଗତକାଲି ଗୃହରେ ହୋହଲ୍ଲା ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ। ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ଓ…

ଗୃହରେ ବିରୋଧୀଙ୍କ ହୋହଲ୍ଲା, ସଂରକ୍ଷଣ…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଛି। ଗତକାଲି ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ। ବିଧାୟକ…

ସମ୍ବଲପୁର: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଅଘଟଣ। ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘଟିଛି ଅଘଟଣା। ଶ୍ବାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ…

୨୦ ବର୍ଷ ତଳର ମାମଲାରୁ ମୁକ୍ତ ହେଲେ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି। ନୀଳଗିରି ଠାକୁରାଣୀ ପୋଡ଼ି ମାମଲାରେ ଛନ୍ଦି ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମୁକୁଳିବା ସହ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ତଳର ମାମଲାରୁ ମୁକ୍ତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏଥିସହିତ ସେ କହିଛନ୍ତି ଧର୍ମର…