Odisha Link
Bridging the Missing Links in Odisha
Daily Archives

August 24, 2024

ଶିଖର ଧଓ୍ୱନଙ୍କ କ୍ରିକେଟ ଯାତ୍ରାରେ…

ଓଏଲ୍‌ ବ୍ୟୁରୋ: ୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କ୍ରିକେଟରୁ ସନ୍ନ୍ୟାସ ନେଲେ ବିଶ୍ବ କ୍ରିକେଟର ଗବ୍ବର ତଥା ଭାରତୀୟ କ୍ରିକେଟ୍‌ ଟିମର ଷ୍ଟାର ଓପନର ଶିଖର ଧଓ୍ବନ। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ…

ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଛି। ଗତକାଲି ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ। ବିଧାୟକ…

ଏସ୍‌ସିବି ମେଡିକାଲରେ ଦୁଷ୍କର୍ମ ଘଟଣା:…

ଓଏଲ୍‌ ବ୍ୟୁରୋ: କଟକ ଏସ୍‌ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ସିବି ମେଡିକାଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା:…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ୍ ଗାନ୍ଧୀ ମାର୍ଗ ସ୍ଥିତ ସରକାରୀ ବାସ ଭବନରେ ଏକ ବଡ଼ ଘୋଷଣା କରିଛନ୍ତି। ଯୁକ୍ତ ୩ ନାମଲେଖା ଗାଇଡଲାଇନ୍‌ରେ ପରିବର୍ତ୍ତନ ହୋଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ…

ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସ୍ଆଇ ଟିମ୍,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ଏଏସ୍ଆଇ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ତେବେ ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ପ୍ରକାରେ ଏଏସ୍ଆଇ ଦ୍ବାରା ରତ୍ନଭଣ୍ଡାରର…

ମହାଙ୍ଗା ପଡ଼ିଲା ଆୟ ବହିର୍ଭୂତ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଓଏସ୍ଆରଟିସି ସିଏଓ ବିଜୟ ମଙ୍ଗରାଜ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଥିବାବେଳେ ଆଜି ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ପୁରୀ: ଆଜି ୪ ଘଣ୍ଟା ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ…