Odisha Link
Bridging the Missing Links in Odisha
Daily Archives

August 26, 2024

ବିରୋଧୀଙ୍କ ଗଡ଼ ଉପରେ ବିଜେପିର ନଜର

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାର ଅଢ଼େଇ ମାସ ପରେ ଭାରତୀୟ ଜନତା ପାର୍ଟି ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ରାଜ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିଛି ବିଜେପି। ବର୍ତ୍ତମାନ ଶାସକ ଦଳରେ ଥିବାରୁ ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ…

ଓଡ଼ିଶାର ବିକାଶରେ ଗୁଣ୍ଡୁଚିମୂଷାର…

ଓଏଲ୍‌ ବ୍ୟୁରୋ: ଆମ ଦଳର କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର। ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି ବୋଲି ସୋମବାର…

ଅରୁୁଣ ଜେଟଲୀଙ୍କ ପୁଅ ରୋହନ ହୋଇପାରନ୍ତି…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସମ୍ପାଦକ ହୋଇପାରନ୍ତି ଡିଡିସିଏର ସଭାପତି ରୋହନ ଜେଟଲୀ। ବର୍ତ୍ତମାନର ବିସିସିଆଇ ସମ୍ପାଦକ ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଜୟ ଶାହ ଏହି ପଦ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ଜୟ ଶାହଙ୍କ…

ଜମ୍ମୁ କଶ୍ମୀର ନିର୍ବାଚନ: ଏନସି ୫୧ ଓ…

ଓଏଲ୍‌ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ହେବାକୁ ଯାଉଛି ମତଦାନ। ପାଖାପାଖି ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ନିର୍ବାଚନ ପାଣିପାଗ ଦେଖିବାକୁ ମିଳିଛି।ନିର୍ବାଚନ ବୈତରଣୀ ପାର କରିବା ପାଇଁ ସବୁଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ତା’ର ପ୍ରଥମ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର:…

ଓଏଲ୍‌ ବ୍ୟୁରୋ: ଗୁଜରାଟରେ ପ୍ରବଳ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ତିତି ଉପୁଜିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଜଳବନ୍ଦୀ ସ୍ତିତି ଦେଖା ଦେଇଛି। ତେବେ ଗୁଜରାଟରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଗୁଜରାଟର…

ଟି-୨୦ ବିଶ୍ବକପ୍‌ରେ ହେଲା ବଡ଼ କ୍ଷତି,…

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍। ଦ୍ବିତୀୟ ଥର ପାଇଁ ଟି-୨୦ରେ ବିଶ୍ବ ଚମ୍ପିଆନ ହୋଇଛି ଟିମ୍‌ ଇଣ୍ଡିଆ। ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହୋଇଥିବା ବିଶ୍ବକପ୍‌ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ମନରେ ଭରି ଦେଇଥିଲା ଖୁସିର ମହକ। ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଥିବା ବେଳେ ଆଉ କାହାକୁ କିଛି ଲାଭ…

ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ,…

ଓଏଲ୍‌ ବ୍ୟୁରୋ: ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର…

ମାଳମାଳ ସମ୍ପତିର ହେବ ବଡ଼ ଖୁଲାସା,…

ଓଏଲ୍‌ ବ୍ୟୁରୋ: ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼ରେ ଲାଗି ପଡିଛନ୍ତି ଭିଜିଲାନ୍ସ, ଇଡି ବା ଆଇଟି। ଗତ କିଛି ଦିନ ହେବ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ବୟାନ ବେଶ ଚର୍ଚ୍ଚାର…

ସୁଭଦ୍ରା ଯୋଜନା: ଜାଣନ୍ତୁ କେମିତି କରିବେ…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ।…

କାହାକୁ ମିଳିବନି ସୁଭଦ୍ରା ଯୋଜନାର…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ। ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ…