Odisha Link
Bridging the Missing Links in Odisha
Daily Archives

August 26, 2024

ଭୁବନେଶ୍ବର ବିମାନବନ୍ଦରରୁ ୮୦ କିଲୋ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାପକ ପରିମାଣର ସୁନା ଓ ରୂପା ଜବତ। ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ସୁନା-ରୂପା ଜବତ କରିଛି ସିଟି ଜିଏସ୍ଟି ବିଭାଗ। ପାଖାପାଖୀ ୮୦ କେଜି ସୁନା ଓ ଦେଢ଼ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ରହିଛି।…

ସୁଭଦ୍ରା ଯୋଜନାରେ କିଏ ହେବେ ଲାଭବାନ?…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ। ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ…

ଜାରି ହେଲା ସୁଭଦ୍ରା ଯୋଜନା ଗାଇଡଲାଇନ୍,…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବେ ସେମାନେ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ । ଶିଶୁ ଓ ମହିଳା ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ପ୍ରକାଶ କରାଯାଇଛି। ଏହା ସହ ସୁଭଦ୍ରା ଯୋଜନା କମିଟି ଗଠନ…

ଭିଜିଲାନ୍ସ ପଞ୍ଝାରେ ମାଳମାଳ ସରକାରୀ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ବୟାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏସ୍‌ଆଇଟି ଉପାଧ୍ୟକ୍ଷ…

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ଜମ୍ମୁକଶ୍ମୀର ବିଧାନସଭାକୁ ନେଇ ଜାତୀୟ ରାଜନୀତି ଚର୍ଚ୍ଚାରେ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦ୍ବନ୍ଦରେ ଭାରତୀୟ ଜନତା ପାର୍ଟି। ବିଜେପି ଆଜି ସକାଳେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା। ହେଲେ ପ୍ରାର୍ଥୀ…

ପୁଣି ଚର୍ଚ୍ଚାରେ କଙ୍ଗନା ରଣାଓ୍ବତ, କୃଷି…

ଓଏଲ୍‌ ବ୍ୟୁରୋ: ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ବୟାନ ପରେ ସେ ପୁଣି ଚର୍ଚ୍ଚାର ବିଷୟ ହୋଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା ରାଣାଓ୍ବତ କହିଛନ୍ତି, ଯାହା ବାଂଲାଦେଶରେ ଘଟିଛି, ତାହା…

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗ: ସର୍ଭେ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ଚିଠି ଲେଖା ଯାଇଛି। ମରାମତି କାର୍ଯ୍ୟ ଶେଷ ହେଲାପରେ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ଗଣତି ହେବ। ୧୯୭୮ ମସିହାର ତାଲିକାର…

ପୁରୀ: ଆଜି ସନ୍ଧ୍ୟାରୁ ୪ ଘଣ୍ଟା ଜଗା…

ଓଏଲ୍‌ ବ୍ୟୁରୋ: ଆଜି ସୋମବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ନ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ୪ଘଣ୍ଟା ଜଗା ଦର୍ଶନ ବନ୍ଦ…

ମହଙ୍ଗା ମାଡ଼: ଆଳୁ ପରେ ଖାଉଟିଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୩୫ ଟଙ୍କାକୁ ହ୍ରାସ ପାଇଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଆଳୁ ଦର ବୃଦ୍ଧି ହୋଇଥିଲା। କିଛି ଦିନର ଆଳୁ ଦରବୃଦ୍ଧି ପରେ ଏବେ ପିଆଜ ଦର ଚିନ୍ତାର ବିଷୟ ପାଲଟିଛି। ସାଧାରଣ ଖାଉଟିକୁ ମହଙ୍ଗା…

କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା ୬ଟି…

ଓଏଲ୍‌ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଛି ବନ୍ୟାଜଳ ନିଷ୍କାସନ। ଏବେ ୧୪ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏବେ…