Odisha Link
Bridging the Missing Links in Odisha
Daily Archives

August 26, 2024

ବଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ: ୨୩ ମୃତ,…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ହମଲା। ଏକ ଯାତ୍ରୀବାହୀ ବସ୍‌ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯାହାଫଳରେ ୨୩ ଜଣ ଯାତ୍ରୀଙ୍କ ପରଲୋକ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ସକାଳେ…

କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାର…

ଓଏଲ୍‌ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲରେ ହୋଇଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କଠୁ ଆରମ୍ଭ କରି ପୁର୍ବତନ ଅଧ୍ୟକ୍ଷଙ୍କ ପଚରାଉଚରା…

ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମ କଶ୍ମୀରରେ ହେବାକୁ ଯାଉଛି ମତଦାନ। ପାଖେଇ ଆସିଲାଣି ନିର୍ବାଚନ। ନିର୍ବାଚନ ବୈତରଣୀ ପାର କରିବା ପାଇଁ ସବୁଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଏହି ତାଲିକାରେ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ…

ଓଏଲ୍‌ ବ୍ୟୁରୋ: ଆଜି ସୋମବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ନ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ। ବିଶେଷ କରି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରରେ…

ଲଦାଖରେ ୫ ନୂଆ ଜିଲ୍ଲା, ଘୋଷଣା କଲେ ଅମିତ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରର ମୋଦି ସରକାର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ଜିଲ୍ଲା ଗଠନ କରିଛନ୍ତି। ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି, ନୂଆ ଜିଲ୍ଲା ଗଠନ ହେବା ଫଳରେ ଲଦାଖବାସୀଙ୍କୁ ବହୁତ ସୁବିଧା ମିଳିବ। ଅମିତ ଶାହ…

ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟା ମାମଲା:…

ଓଏଲ୍‌ ବ୍ୟୁରୋ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକୁ ବିତିଲାଣି ୧୬ ବର୍ଷ। ଏଯାଏଁ ସାର୍ବଜନୀନ ହୋଇନାହିଁ ତଦନ୍ତ କମିସନ ରିପୋର୍ଟ। ଏହି ଘଟଣାର ତଦନ୍ତ ପାଇଁ ଦୁଇ ଦୁଇଟା କମିଶନ ବସିଥିଲା। ହେଲେ ଆଜିକୁ ୧୬ ବର୍ଷ ବିତିଯାଇଥିଲେ ବି ହତ୍ୟାର ରହସ୍ୟ ସାର୍ବଜନୀନ ହୋଇପାରିଲା ନାହିଁ କି କମିଶନଙ୍କ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ: ୧୯୭୮…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ଚିଠି ଲେଖା ଯାଇଛି। ମରାମତି କାର୍ଯ୍ୟ ଶେଷ ହେଲାପରେ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ଗଣତି ହେବ। ୧୯୭୮ ମସିହାର ତାଲିକାର ତଥ୍ୟ…

ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ,…

ଓଏଲ୍‌ ବ୍ୟୁରୋ: ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର…

ଓଡ଼ିଶା ଆସୁଛନ୍ତି ଇଡି ମୁଖ୍ୟ, ଗସ୍ତର…

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟାର ମୁଖିଆ। ଆସନ୍ତାକାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ଏହି ଗସ୍ତ ଅବସରରେ ଜଗନ୍ନାଥ ଦର୍ଶନ କରିବା ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ ଇଡି ମୁଖ୍ୟ। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତି…

ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକୁ…

ଓଏଲ୍‌ ବ୍ୟୁରୋ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକୁ ବିତିଲାଣି ୧୬ ବର୍ଷ। ଏଯାଏଁ ସାର୍ବଜନୀନ ହୋଇନାହିଁ ତଦନ୍ତ କମିସନ ରିପୋର୍ଟ। ଏହି ଘଟଣାର ତଦନ୍ତ ପାଇଁ ଦୁଇ ଦୁଇଟା କମିଶନ ବସିଥିଲା। ହେଲେ ଆଜିକୁ ୧୬ ବର୍ଷ ବିତିଯାଇଥିଲେ ବି ହତ୍ୟାର ରହସ୍ୟ ସାର୍ବଜନୀନ ହୋଇପାରିଲା ନାହିଁ କି କମିଶନଙ୍କ…