Odisha Link
Bridging the Missing Links in Odisha
Daily Archives

August 27, 2024

ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ…

ଓଏଲ୍‌ ବ୍ୟୁରୋ: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍‌ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌)…

ରାଜ୍ୟସଭାରେ ମ୍ୟାଜିକ ନମ୍ବର ହାସଲ କଲା…

ଓଏଲ୍‌ ବ୍ୟୁରୋ: ସଂସଦରେ ନିଜ ସ୍ଥିତି ଆହୁରି ମଜବୁତ କରିବାରେ ଲାଗିଛି ଏନଡିଏ। ରାଜ୍ୟସଭାରେ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ହୋଇଯାଇଛି। କାରଣ ଆଜି ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାକୁ ଆଜି ୧୨ ଜଣ ସଦସ୍ୟ ନିର୍ଦ୍ବନ୍ଦ୍ବରେ…

ଜୟ ଶାହ ହେଲେ ସର୍ବକନିଷ୍ଠ ଆଇସିସି…

ଓଏଲ୍‌ ବ୍ୟୁରୋ: ଆଇସିସିର ଅଧକ୍ଷ୍ୟ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ସ୍ପଷ୍ଟ। ହୋଇଛି। ଜୟ ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର…

ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ…

ଓଏଲ୍‌ ବ୍ୟୁରୋ: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୯ଟା ୧୨ରୁ ୯ଟା ୨୭ ସମ୍ବଲପୁରର…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ୭…

ଓଏଲ୍‌ ବ୍ୟୁରୋ: ପୁଣି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଓ ତତସଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଲଘୁଚାପ ପ୍ରଭାବରେ ୨୮ରୁ ୩୧ ତାରିଖ ଯାଏଁ…

କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ ଆତଙ୍କ,…

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ବାଘ ବୁଲୁଥିବା ଆତଙ୍କ ସୃଷ୍ଟି ହୋଇଛି। ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ ଦେଖିବାକୁ ମିଳିବା ପରେ ସ୍କୁଲକୁ ଛୁଟି କରିଦିଆଯାଇଛି। ଗତକାଲି ରାତିରେ ସ୍କୁଲର କର୍ମଚାରୀ ବାଘ ଦେଖିଥିବା କହିଛନ୍ତି। ଏହାପରେ ସ୍କୁଲକୁ ଆଜି ଛୁଟି ଘୋଷଣା…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା:…

ଓଏଲ୍‌ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦର ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୁଲିସ। ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ…

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ, ସଚେତନତା…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଗତକାଲି ସୁଦ୍ଧା ୫ ଗୋଟି ଫାର୍ମରୁ ଏଗାର ହଜାର ୬୩୭ଟି କୁକୁଡ଼ା ମରା ଗଲାଣି। କୁକୁଡ଼ା ମାରିବା ପରେ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ଚିହ୍ନଟ ୫୪ ଗୋଟି ଫାର୍ମରୁ…

ନିର୍ବାଚନରୁ ଓହରିଲେ ବିଜେପି ନେତା…

ଓଏଲ୍‌ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ…

ଓଏଲ୍‌ ବ୍ୟୁରୋ: ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଠକେଇ ଅଭିଯୋଗ ପରେ ବିଜେଡିରୁ ଜିଲ୍ଲା ପରିଷଦ ସଭ୍ୟା ବିଦା ହୋଇଥିବା ଜଣା ପଡିଛି। ମାଲକାନଗିରି ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ବହିଷ୍କୃତ ହୋଇଛନ୍ତି। ସସ୍ମିତାଙ୍କ ନାଁରେ ଚାକିରି ଦେବା ନାଁରେ ଟଙ୍କା ଠକେଇ…