ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ
![](https://www.odishalink.com/wp-content/uploads/2024/08/WhatsApp-Image-2024-08-27-at-3.21.19-PM-750x430.jpeg)
ଓଏଲ୍ ବ୍ୟୁରୋ: ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଠକେଇ ଅଭିଯୋଗ ପରେ ବିଜେଡିରୁ ଜିଲ୍ଲା ପରିଷଦ ସଭ୍ୟା ବିଦା ହୋଇଥିବା ଜଣା ପଡିଛି। ମାଲକାନଗିରି ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ବହିଷ୍କୃତ ହୋଇଛନ୍ତି। ସସ୍ମିତାଙ୍କ ନାଁରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ଥିଲା। ଏହା ପରେ ତାଙ୍କୁ ବହିଷ୍କୃତ କରାଯାଇଛି।