Odisha Link
Bridging the Missing Links in Odisha
Daily Archives

August 28, 2024

ଶ୍ରୀମନ୍ଦିର ଆନ୍ଦବଜାରରେ ଆଉ ମିଳିବନି…

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ଭାବାବେଗକୁ ନଜର ରଖି ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶ୍ରୀମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ଆଉ ମିଳିବନି ବାସି ଅବଢ଼ା। ଏଥିସହିତ ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା ନିବୃତ କର୍ମୀ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର…

ଦିଗ୍‌ଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନ

ଓଏଲ୍‌ ବ୍ୟୁରୋ: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଗ୍‌ଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ…

କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନେଇଛନ୍ତି ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ…

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ମେଣ୍ଟର…

ଓଏଲ୍‌ ବ୍ୟୁରୋ: ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌। ଏଲ୍‌ଏସ୍‌ଜିର ମାଲିକ ସଞ୍ଜୀବ ଗୋଏଙ୍କା କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରି କରିଛନ୍ତି ବଡ଼ ଘୋଷଣା। ଭାରତୀୟ ଦଳର ପୂର୍ବତନ ଷ୍ଟାର ଖେଳାଳି ଏଲଏସ୍‌ଜିର ନୂଆ ମେଣ୍ଟର…

ଗୃହ ମନ୍ତ୍ରଣାଳୟର ନିଷ୍ପତି: ଏଣିକି ମୋହନ…

ଓଏଲ୍‌ ବ୍ୟୁରୋ: ଏଣିକି ମୋଦି-ଶାହାଙ୍କ ଭଳି ସୁରକ୍ଷା ପାଇବେ ମୋହନ ଭାଗବତ। କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍‌ ପ୍ଲସ୍‌ରୁ ଏଏସ୍‌ଏଲ୍‌ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍‌)କୁ…

ବଢୁଛି ବାର୍ଡ ଫ୍ଲୁ ଭୟ, କୁକୁଡ଼ା…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ହୋଇନଥିବାବେଳେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଦିଆଯାଇଛି। ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ…

ପଶ୍ଚିମ ଓଡ଼ିଶାକୁ ନୂଆଁଖାଇ ଭେଟି, ୨ଟି…

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଗତକାଲି ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଖାଇ ଭେଟି ଭାବେ ୨ଟି ରେଳ ପ୍ରକଳ୍ପ ଘୋଷଣା ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା…

ନକଲି ଆୟୁର୍ବେଦିକ ଡାକ୍ତର ଗିରଫ, ବାଇକରେ…

ଓଏଲ୍‌ ବ୍ୟୁରୋ: ପାଠ ପଢ଼ିଛନ୍ତି କମ, କିନ୍ତୁ ନିଜକୁ କହୁଥିଲେ ଅଭିଜ୍ଞ ଡାକ୍ତର। ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ହେଲେ ମିଛ କିନ୍ତୁ ସବୁଦିନେ ଲୁଚି ରହିପାରେନା। ଜଣେ ରୋଗୀଙ୍କୁ ଦେଖି ଦେଇଥିଲେ ମେଡ଼ିସିନ୍‌। ତାକୁ ଖାଇ ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ଧରାଛୁଆଁ ଦେଇନଥିଲା ନକଲି ଆୟୁର୍ବେଦିକ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍‌ଆଇ ବିଭୁଦତ୍ତ ସାହୁ ପଡିଛନ୍ତି। ଲାଞ୍ଚ ନେଲା ବେଳେ…

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା:…

ଓଏଲ୍‌ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ରେ ମହା ବିକ୍ଷୋଭ କରିଥିଲା ଛାତ୍ର ସମାଜ। ଆଜି ବିଜେପି କୋଲକାତାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଏସବୁ ମଧ୍ୟରେ…