Odisha Link
Bridging the Missing Links in Odisha
Daily Archives

August 28, 2024

‘ରାଜ୍ୟରେ ୧୫ ହଜାରରୁ ଅଧିକ ଶିଳ୍ପ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଚାଲିଛି। ଏହି ଅବସରରେ ଶିଳ୍ପ ଭିତ୍ତିଭୂମି ନେଇ ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ…

ଏସ୍‌ଆଇଟି ବୈଠକ ପରେ ଜଷ୍ଟିସ ପଶାୟତଙ୍କ…

ଓଏଲ୍‌ ବ୍ୟୁରୋ: ତିନି ଦିନିଆ ଓଡିଶା ଗସ୍ତରେ ଆସି ଭବନେଶ୍ୱରରେ ପହଂଚିଥିଲେ ଏସ୍ଆଇଟି ଉପାଧ୍ୟକ୍ଷ ଡକ୍ଟର ଅରିଜିତ ପଶାୟତ। ଭୁବନେଶ୍ୱର ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଏସଆଇଟିର ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ପରେ ଜଷ୍ଟିସ ଅରିଜିତ ପଶାୟତ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି,…

ଚାଷୀଙ୍କ ପାଇଁ ଖୁସିଖବର, ନୂଆଁଖାଇରେ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଚାଲିଛି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏକ ଚାଷୀ ମାନଙ୍କ ପାଇଁ…

ଏସିଆନ୍ସ ଚମ୍ପିଆନ୍ସ ଟ୍ରଫି: ୧୮ ଜଣିଆ…

ଓଏଲ୍‌ ବ୍ୟୁରୋ: ଭାରତୀୟ ପୁରୁଷ ହକି ଦଳ ପୁଣିଥରେ ଆକ୍ସନ ମୁଡରେ। ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳ ପୁଣିଥରେ ନଜର ଆସିବେ ମୈଦାନରେ। ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ୨୦୨୪ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଭାରତୀୟ ହକି ଦଳ। ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ…

ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ବଦଳି କରାଯାଇଛି। ଅଜୟ ଜେନାଙ୍କ ସ୍ଥାନରେ ଦେବବ୍ରତ ସାହୁଙ୍କୁ ନୂଆ ଉନ୍ନୟନ ପ୍ରଶାସକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ରାଜସ୍ବ ଉପ ପ୍ରଶାସକ ଭାବେ ଦୀପ୍ତିରଂଜନ ସେଠୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ…

୧୧୯ ବର୍ଷର ଇତିହାସରେ ପ୍ରଥମ ଥର ଦଳିତ…

ଓଏଲ୍‌ ବ୍ୟୁରୋ: ରେଲଓ୍ବେ ବୋର୍ଡର ନୂଆ ଅଧ୍ୟକ୍ଷ ଓ ସିଇଓ ହେଲେ ୧୯୮୬ ମସିହା ବ୍ୟାଚର ରେଲଓ୍ବେ ମେକାନିକାଲ ଇଞ୍ଜିନିୟର ସତୀଶ କୁମାର। ପ୍ରଥମ ଦଳିତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ସତୀଶ। ୧୧୯ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଦଳିତଙ୍କ ହାତରେ ରେଲଓ୍ବେର ମୁଖ୍ୟ ପଦ ରହିଛି। ସତୀଶ କୁମାରଙ୍କୁ…

ଆଜିଠୁ ପ୍ୟାରିସ୍ ପାରାଲିମ୍ପିକ୍ସ, ଭାଗ…

ଓଏଲ୍‌ ବ୍ୟୁରୋ: ସରିଛି ବିଶ୍ବର ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ହେଲେ ଏବେବି ତାଜା ରହିଛି କ୍ରୀଡ଼ାର ମହକ। ପୁଣିଥରେ ଆଜିଠୁ କ୍ରୀଡ଼ା ପ୍ରେମୀ ଆନନ୍ଦ ଉଠାଇପାରିବେ ନିଜ ମନ ପସନ୍ଦର କ୍ରୀଡ଼ାକୁ ଉପଭୋଗ କରିବାକୁ। କାରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ୍‌ ପାରାଲିମ୍ପିକ୍ସ। ଏହା ହେଉଛି…

ରାଜ୍ୟରେ ମାପ ଏବଂ ଓଜନ ପଦାର୍ଥରେ ଠକେଇ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ଏହି ଅବସରରେ ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ କିଛି ବ୍ୟବସାୟୀ…

ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ରହିଛି। ଏହି ଅବସରରେ ଶକ୍ତି ବିଭାଗର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ମାହାଙ୍ଗା ଡବଲ ମର୍ଡର ମାମଲା: ୯…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଘଟଣାରେ ପ୍ରମାଣ ଅଭାବରୁ ଆଉ ଜଣେ ନିର୍ଦୋଷରେ ଖଲାସ ହୋଇଥିବା କୁହାଯାଉଛି। ତେବେ ଏହି ଘଟଣାରେ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅବସ୍ଥାରେ…