Odisha Link
Bridging the Missing Links in Odisha
Daily Archives

August 28, 2024

ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ବାରବାଟୀ ବିଧାୟିକା ବିଧାନସଭାରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିବା ଘଟଣାର ସ୍ପଷ୍ଟୀକରଣ ରଖନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ। ମଣିଷ ଦେହରେ…

ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ:…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ରହିଛି। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ଗୃହ କାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

ରାସନକାର୍ଡ ଆବେଦନକାରୀଙ୍କ ପାଇଁ ବଡ଼…

ଓଏଲ୍‌ ବ୍ୟୁରୋ: ରାସନ କାର୍ଡ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ। ଆବେଦନ କରିଥିବା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ…

ହନି ଟ୍ରାପ୍‌ରେ ଫସିଛନ୍ତି କି ଟେଲିଗ୍ରାମ…

ଓଏଲ୍‌ ବ୍ୟୁରୋ: ମେସେଜିଙ୍ଗ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ୍‌ ଦୁରୋଭ୍‌ଙ୍କ ଗିରଫଦାରୀକୁ ୪ ଦିନ ବିତି ସାରିଲାଣି। ଗିରଫ ପରେ ବି ଦିନକୁ ଦିନ ରହସ୍ୟ ଉପରୁ ପରାଦ ଉଠି ପାରୁନି। ଦୁରୋଭ୍‌ଙ୍କ ଗିରଫ ଏତେ ସହଜ ନଥିଲା। ଗିରଫକୁ ସଫଳ କରାଇଥିବା ‘ରହସ୍ୟମୟୀ’ ଜୁଲି ଭାଭିଲୋଭା (୨୪)ଙ୍କୁ ନେଇ ଏବେ ଚର୍ଚ୍ଚା…

ମଣିଷ ଶରୀରରେ ବାର୍ଡ ଫ୍ଲୁ ଆକ୍ରାନ୍ତ…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି। ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କୁ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ଓଡ଼ିଶା…

କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ: ହତ୍ୟା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ଝାରସୁଗୁଡ଼ା କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ସଦର ଥାନା ବେହେରାପାଟ ନିକଟ କୁକୁଡ଼ା ଫାର୍ମରେ ଗୁଳିମାଡ଼ ହୋଇଥିବା କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ ପରେ ମୃତଦେହ ନଦୀରେ…

ଅନୁଗୁଳ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨…

ଓଏଲ୍‌ ବ୍ୟୁରୋ: ଅନୁଗୁଳ କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାମ କରିବା ବେଳେ ଅସୁସ୍ଥ ହୋଇଥିବା ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ୨ ଶ୍ରମିକଙ୍କ ମୃତ୍ୟୁ…

କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା…

ଓଏଲ୍‌ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଛି ବନ୍ୟାଜଳ ନିଷ୍କାସନ। ଏବେ ମାତ୍ର ୨ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମର ୧୨ଟି ଗେଟ୍‌ ବନ୍ଦ କରାଗଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩…

ମଣିଷ ଦେହରେ ବାର୍ଡ ଫ୍ଲୁ! ସତର୍କ କରାଇଲେ…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟି ଥିଲା ବେଳେ ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କୁ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ଓଡ଼ିଶା…

ସୁରୁଖୁରୁରେ ଆରମ୍ଭ ହେଲା ଗୃହ କାର୍ଯ୍ୟ,…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ରହିଛି। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ଗତକାଲି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ…