Odisha Link
Bridging the Missing Links in Odisha

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ମା’ ହେଲା ସିଂହୀ ‘ବିଜଲୀ’

ଓଏଲ୍‌ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ବଢ଼ିଲା ଅତିଥି ସଂଖ୍ୟା। ମା ହେଲା ସିଂହୀ ବିଜଳି। ସିଂହୀ ବିଜଳି ୫ଟି ଶାବକ ଜନ୍ମ ଦେଇଛି। ସିଂହ ମାନଙ୍କ ସଂଖ୍ୟା ଏବେ ୨୬କୁ ବୃଦ୍ଧି ଘଟିଛି। ଉଭୟ ମା ଓ ଶାବକ ସୁସ୍ଥ ଥିବାବେଳେ ତାଙ୍କୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ଉପ ନିର୍ଦେଶକ ଏନେଇ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ହୋଇଛି।

Leave A Reply

Your email address will not be published.