କେବେ ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ?…
ଓଏଲ୍ ବ୍ୟୁରୋ: ବଜେଟ୍ ଅଧିବେଶନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଯାହାକୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଯାଏଁ ସରକାରଙ୍କ ପକ୍ଷରୁ ବିଏମ୍ସିକୁ କୌଣସି ପ୍ରକାର…