Odisha Link
Bridging the Missing Links in Odisha

ରାଜଧାନୀରୁ ବାଇକ ଲୁଟେରା ଠାବ, ୮ ଜଣଙ୍କୁ ବାନ୍ଧିଲା ପୁଲିସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ରାଜଧାନୀରେ ବାଇକ ଲୁଟେରା ମାତିଥିବା ଖବର ସାମ୍ନାକୁ ଆସୁଥିଲା। ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ପୁଲୁସ ଏନେଇ ତଦନ୍ତ କରିବା ପରେ ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ୩୧ଟି ଚୋରି ବାଇକ୍ ସହ ୫ଟି ମାଷ୍ଟର ଚାବି ଜବତ ହୋଇଛି। ୬ କୁଖ୍ୟାତ ଲୁଟେରା ସହ ବାଇକ କିଣିଥିବା ୨ ଜଣ ଗିରଫ ହୋଇଛନ୍ତି। ହସ୍ପିଟାଲ, ମାର୍କେଟ, ସ୍କୁଲ ସାମ୍ନାରୁ ବାଇକ୍ ଚୋରି କରୁଥିଲେ।

Leave A Reply

Your email address will not be published.