Odisha Link
Bridging the Missing Links in Odisha

କୋରାପୁଟ ମେଡିକାଲରେ ଅଗ୍ନିକାଣ୍ଡ, ମାତୃ ଓ ଶିଶୁ ବିଭାଗରେ ଲାଗିଲା ନିଆଁ

ଓଏଲ୍‌ ବ୍ୟୁରୋ: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ମାତୃ ଓ ଶିଶୁ ବିଭାଗରେ ନିଆଁ ଜଣା ପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ମାତୃ ଓ ଶିଶୁ ବିଭାଗରେ ଥିବା ରୋଗୀ ଓ ନବଜାତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.