Odisha Link
Bridging the Missing Links in Odisha
Daily Archives

August 31, 2024

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ଦେଇ ଧରା ପଡ଼ିଲେ ପୁଲିସ ବାବୁ। ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନଙ୍କୁ ଧରିଛି ଭିଜିଲାନ୍ସ। ଏଥିସହିତ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ…

ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ରୋଚକ ପ୍ରଶ୍ନ କରି ଚର୍ଚ୍ଚାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ମଦୁଆଙ୍କ ସ୍ବାସ୍ଥ୍ୟବୀମା ପ୍ରସଙ୍ଗ ଉଠାଇଛନ୍ତି ସନାତନ। ଶନିବାର ଗୃହରେ ସନାତନ ମହାକୁଡ଼ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ? ଯଦି ହଁ, ତେବେ ଏହା…

ଲୋକସଭା ବିରୋଧୀ ଦଳ ନେତା ହେବା ପରେ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ଶେଷ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିବେ ରାହୁଲ ଗାନ୍ଧୀ। ଲୋକସଭା ବିରୋଧୀ ଦଳ ନେତା ହେବା ପରେ ଏହା ରାହୁଲଙ୍କ ହେବ ପ୍ରଥମ ବିଦେଶ ଗସ୍ତ। ଆସନ୍ତା ୮ରୁ ୧୦ ତାରିଖ ଯାଏ ସେ ଆମେରିକା ଗସ୍ତ କରିବେ। ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧୀ…

ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା…

ଓଏଲ୍‌ ବ୍ୟୁରୋ: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବଡ଼ ବୟାନ। ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ…

ହାଇକୋର୍ଟରେ ଏବେ ବି ପଡ଼ି ରହିଛି…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ଜିଲ୍ଲାକୋର୍ଟରେ ୧୯୫ଟି ବିଚାରପତି ପଦ ଖାଲି ରହିଛି। ଏନେଇ ଆଜି ବିଧାନସଭାରେ କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାକୋର୍ଟରେ ମୋଟ ୧୦୪୦ ବିଚାରପତିଙ୍କ ସଂଖ୍ୟା ରହିଛି। ସେଥିରୁ ୧୯୫ଟି ବିଚାରପତି ପଦ ଖାଲି ରହିଛି।…

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା,…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବଡ଼ ମହାସ୍ନାନ ନୀତି। ଶ୍ରୀଜିଉଙ୍କ ସକାଳ ଧୂପ ବଢ଼ି ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଧୁକୁଡ଼ି ଦ୍ବାର ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି। ଶ୍ରୀମନ୍ଦିର ଧୁକୁଡ଼ି ଦ୍ବାର ନିକଟରେ ଜଣେ ଭକ୍ତଙ୍କ…

ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ। ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପ ସାଗରରେ ଅବପାତ ରୂପ ନେଇଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ। ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିବ।…

ବିଧାନସଭାରେ ‘ଛତୁଆ’…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଛତୁଆ ଝଡ଼। ଆଜି ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଛତୁଆ ଦୁର୍ନୀତି ନେଇ ଗୃହରେ ବିଧାୟକଙ୍କ ଉଦବେଗ ପରେ ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନମାନର ଛତୁଆ…

ପାରାଦୀପ ବନ୍ଦରରେ ୩ ଘାନା ନାଗରିକ ଠାବ,…

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦରରୁ ୩ ଘାନା ନାଗରିକ ଠାବ। ରୁଷରୁ ଆସିଥିବା ଏକ ଚୀନ ଜାହାଜ ବନ୍ଦରରେ ଲାଗିବା ପରେ ଏହି ଘାନା ନାଗରିକମାନଙ୍କୁ ଠାବ କରାଯାଇଥିଲା। ଏହି ନାଗରିକମାନେ ଉକ୍ତ ଜାହାଜରେ ଲୁଚି ପଳାଇ ଆସିଥିବା ଜଣାପଡ଼ିଛି। ସିଆଇଏସ୍‌ଏଫ୍‌ ହେପାଜତରେ ଥିବା ୩ ଘାନା ନାଗିରିକଙ୍କୁ ନେଇ ଆରମ୍ଭ…

ଓଡ଼ିଶାରେ ଲାଗୁ ହେଲା ପିଏମ୍‌-ଉଷା ଯୋଜନା

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟ ଆଜି ପାଳନ କରୁଛି ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଆଜି ଓଡ଼ିଶାରେ ଲାଗୁ ହୋଇଛି ପିଏମ୍‌-ଉଷା ଯୋଜନା। ଭୁବନେଶ୍ବରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ଉଚ୍ଚଶିକ୍ଷା…