Odisha Link
Bridging the Missing Links in Odisha
Daily Archives

August 31, 2024

ଚିକିଟି ବିଷାକ୍ତ ମଦ ଘଟଣା: ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ…

ରାଜ୍ୟରେ ଖୋଲିବ ୨୫ ନୂଆ ଅବକାରୀ ଥାନା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା। ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଅବକାରୀ ଅଧିକ୍ଷଙ୍କଚ ଚିଠି କରାଯାଇଛି। ୧୬ଟି ଜିଲ୍ଲାରେ ମୋଟ ୨୫ଟି ନୂଆ ଅବକାରୀ ଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୪ ତାରିଖରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ବୋଲି…

ଆଜି ସ୍ବାୟତ୍ତ ଶାସନ ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ। ଏହି ସମାରୋହକୁ ବେଶ୍‌ ଧୁମଧାମରେ ପାଳନ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି। ଯାହାକୁ ସ୍ମରଣୀୟ କରିବା ପାଇଁ ମୋହନ ସରକାର ନେଇଛନ୍ତି ବଡ଼ ପଦକ୍ଷେପ।…

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ବ୍ଲକ୍‌ ଶିକ୍ଷା ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକାକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୀତାରାମଙ୍କ ଗଞ୍ଜାମ ଜିଲ୍ଲାର ଛତ୍ରପୁର…

ଭୁବନେଶ୍ବରକୁ ବାର୍ଡ ଫ୍ଲୁ ଭୟ, ବିଏମ୍‌ସି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ। ରାଜଧାନୀ ଭୁବନେଶ୍ବରକୁ ବାର୍ଡ ଫ୍ଲୁ ଭୟ। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ନେଇଛି ବଡ଼ ପଦକ୍ଷେପ। ଭୁବନେଶ୍ବରରେ କୁକୁଡ଼ା ମାଂସ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁଠି ସଂକ୍ରମଣ ହୋଇଛି ସେ ଅଞ୍ଚଳରୁ କୁକୁଡ଼ା ନକିଣିବା ପାଇଁ ପରାମର୍ଶ…