Odisha Link
Bridging the Missing Links in Odisha
Monthly Archives

August 2024

‘ରାଜ୍ୟରେ ନାହିଁ ବନ୍ୟା ସ୍ଥିତି,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ ଜଳ ପଶୁଛି ୬୦ ହଜାର ବାହାରୁଛି। କାଲି ଖଇରମାଳରେ ୨ ଲକ୍ଷରୁ ଅଢ଼େଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ବ୍ରାହ୍ମଣୀରେ ବନ୍ୟାଜଳ କମୁଛି, ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ବୋଲି ଜଳସଂପଦ…

ରାଜ୍ୟରେ ବଢ଼ୁଛି ବେକାର ଇଞ୍ଜିନିୟରଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବେକାରୀ ସଂଖ୍ୟା। ବିଶେଷ ଭାବେ ରାଜ୍ୟରେ ବେକାର ଇଞ୍ଜିନିୟରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ରାଜ୍ୟରେ ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା ଦିନକୁ ଦିନ କମିବାରେ ଲାଗିଛି। ଏନେଇ ଆଜି ଗୃହରେ କହିଛନ୍ତି ଦକ୍ଷତା ବିକାଶ…

ଛାତ୍ରୀ ନିବାସ ୱାଶରୁମରୁ ମିଳିଲା ଗୁପ୍ତ…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସାରା ଦେଶରେ ମହିଳାଙ୍କ ସୁରକ୍ଷା ନେଇ ଚାଲିଛି ଚର୍ଚ୍ଚା। ଏସବୁ ମଧ୍ୟରେ ପୁଣି ଏକ ସ୍ତବ୍ଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ମହିଳା ଛାତ୍ରୀ ନିବାସରୁ ୱାଶରୁମରରୁ ମିଳିଛି ଗୁପ୍ତ…

ରାଜଧାନୀରୁ ବାଇକ ଲୁଟେରା ଠାବ, ୮ ଜଣଙ୍କୁ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ରାଜଧାନୀରେ ବାଇକ ଲୁଟେରା ମାତିଥିବା ଖବର ସାମ୍ନାକୁ ଆସୁଥିଲା। ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ପୁଲୁସ ଏନେଇ ତଦନ୍ତ କରିବା ପରେ ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା…

କୋଟିପତି କିରାଣୀ ବାବୁଙ୍କ ବିପୁଳ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ ପଡିଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ…

କୋରାପୁଟ ମେଡିକାଲରେ ଅଗ୍ନିକାଣ୍ଡ, ମାତୃ…

ଓଏଲ୍‌ ବ୍ୟୁରୋ: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ମାତୃ ଓ ଶିଶୁ ବିଭାଗରେ ନିଆଁ ଜଣା ପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ମାତୃ ଓ ଶିଶୁ ବିଭାଗରେ ଥିବା ରୋଗୀ ଓ…

ଛାତ୍ରଛାତ୍ରୀଙ୍କୁ ମିଳିଥାନ୍ତା…

ଓଏଲ୍‌ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ବନ୍ଦ ହେଲା ନୂଆ-ଓ ଛାତ୍ରବୃତ୍ତି ଓ ଯୋଜାନ। ବନ୍ଦ କଲେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ନୂଆ-ଓ ପରିବର୍ତ୍ତେ ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ଆସିବ ନୂଆ ଯୋଜନା।…

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ…

ଓଏଲ୍‌ ବ୍ୟୁରୋ: ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ୨୦୨୪-୨୦୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟ ଆଗତ କରାଯିବ। ଅର୍ଥ ସବକମିଟି ବୈଠକରେ ଚଳିତ…

ସାମ୍ବାଦିକଙ୍କ ପାଇଁ ଖୁସି ଖବର: ବଢ଼ିଲା…

ଓଏଲ୍‌ ବ୍ୟୁରୋ: ସାମ୍ବାଦିକଙ୍କ ପାଇଁ ଖୁସି ଖବର। ବଢ଼ିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ଅବଧି। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିଲା। ତେଣୁ…

ନୂଆ-ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ବିଜେଡି ସରକାରର ନୂଆ-ଓ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି।…