Odisha Link
Bridging the Missing Links in Odisha

କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା ଡ୍ୟାମର ସମସ୍ତ ଗେଟ୍

ଓଏଲ୍‌ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଥିଲା ବନ୍ୟାଜଳ ନିଷ୍କାସନ। ଜଳସ୍ତର କମିଥିବାରୁ ପୂର୍ବରୁ ଖୋଲାଥିବା ସମସ୍ତ ଗେଟକୁ ବନ୍ଦ କରିଦିଆଯାଇଛି। ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ ରହିଛି। ଜଳସ୍ତର କମିଥିବାରୁ ପୂର୍ବରୁ ଖୋଲାଥିବା ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି।

Leave A Reply

Your email address will not be published.