Odisha Link
Bridging the Missing Links in Odisha

ଟ୍ରେନ୍ ଲାଇନଚ୍ୟୁତ, ଇଞ୍ଜିନରୁ ଅଲଗା ହେଲା ୧୦ରୁ ଅଧିକ ବଗି

ଓଏଲ୍‌ ବ୍ୟୁରୋ: ପାରାଦ୍ଵୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନରୁ ଅଲଗା ହୋଇ ରହିଗଲା ୧୭ ବଗି। ଗୋଟିଏ ବଗି ଓଲଟିଥିବାବେଳେ ଗୋଟିଏ ଅଧା ଅଣେଇ ହୋଇଛି। ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଛି। ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

Leave A Reply

Your email address will not be published.