Odisha Link
Bridging the Missing Links in Odisha
Daily Archives

September 4, 2024

ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ ଫଳ,…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାରୁ ଦୁବାଇକୁ ପ୍ରେରଣା ହୋଇଛି ଡ୍ରାଗନ ଫଳ। ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇକୁ ଗଲା ଡ୍ରାଗନ ଫଳ। ଏହି ଡ୍ରାଗନ ଫଳ ଉତ୍ପାଦନ କରି ଆଜି ଦୁବାଇ ପଠାଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସଂହଦେଓ। କୋଭିଡ ସମୟରୁ କୃଷି ମନ୍ତ୍ରୀ କେଭି ସଂହଦେଓ ଡ୍ରାଗନ ଫଳ ଚାଷ…

ପ୍ୟାରିସ୍‌ ପାରାଲିମ୍ପିକ୍ସ: ପ୍ରଥମ ଥର…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳି। ଦିନ ଗଡ଼ିବା ସହିତ ଭାରତ ପାଇଁ ହେଉଛି ପଦକ ବର୍ଷା। ପାରାଲିମ୍ପିକ୍ସର ୬ଷ୍ଠ ଦିନରେ ଭାରତୀୟ ପାରା ଖେଳାଳି ୫ଟି ପଦକ ଜିତିଛନ୍ତି। ଯାହାଫଳରେ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୦ରେ ପହଁଞ୍ଚିଛି। ଟୋକିଓ…

୬ ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ୬ ଜଣ ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ପକ୍ଷରୁ ୬ ଜଣ ଆଇଏଏସ୍‌ଙ୍କୁ ଓଡ଼ିଶାର ବିଭିନ୍ନ ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୨ ବ୍ୟାଚ୍‌ର ୬ ଜଣ ଆଇଏଏସ୍‌ଙ୍କୁ ୬ଟି ସ୍ଥାନରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ…

ଆଜି ଅପରାହ୍ନରୁ ଦାଖଲ ହେବ ସୁଭଦ୍ରା…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ପାଇଁ ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ କରାଯାଇଛି। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ସହାୟିକା, ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା…

ରାଜ୍ୟରେ ବାର୍ଡ ଫ୍ଲୁ ଭୟ, ଆଜି ସ୍ଥିତି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ…