Odisha Link
Bridging the Missing Links in Odisha

ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ: ତହସିଲ ଅଫିସ ପରିସରରେ କଡ଼ା କଟକଣା

ଓଏଲ୍‌ ବ୍ୟୁରୋ: ନରସିଂହପୁର ତହସିଲ ଅଫିସ ପରିସରରେ ୧୬୩ ଲାଗୁ କରାଯାଇଛି। ବିଏନଏସଏସ ୧୬୩(୨) ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ ଯୋଗୁଁ ୧୬୩ ଲାଗୁ ହୋଇଛି। ତହସିଲଦାରଙ୍କ ବଦଳି ପାଇଁ ଦାବି କରିଥିଲା ଓକିଲ ସଂଘ। ଏହା ପରେ ବିବାଦ ବଢିଥିଲା। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଚେତାବନୀ ଦେଇଥିଲା ସଂଘ। ଏହା ପରେ ଜିଲ୍ଲା ପ୍ରଶାସନ ବିଏନଏସଏସ ଧାରା ୧୬୩(୨) ଲାଗୁ କରିଛି ।

Leave A Reply

Your email address will not be published.