Odisha Link
Bridging the Missing Links in Odisha
Daily Archives

September 5, 2024

ଆଉ ଦିନକ ପରେ ଗଣେଶ ପୂଜା, ସୃଷ୍ଟି ହେଲା…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ମାସ ଆରମ୍ଭ ହେଲାଣି ହେଲେ ଥମୁନି ବର୍ଷା। ଗୋଟାଏ ପରେ ଗୋଟାଏ ଲଘୁଚାପ ଆସିବାରେ ଲାଗିଛି। ଆଉ ଗୋଟେ ପଟେ ପାର୍ବଣ ଋତୁ ଆରମ୍ଭ ହେଲାଣି। ଆସନ୍ତା ଶନିବାର ଗଣେଶ ପୂଜା ପାଇଁ ସାରା ରାଜ୍ୟରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୬…

ଓଏଲ୍‌ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ସଫଳତା। ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ପାଲଟା ଗୁଳିରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ନୀଳାଦ୍ରିପେଟ୍‌ ଜଙ୍ଗଲରେ ମାଓବାଦୀ…

‘ସୁଭଦ୍ରା’ ପାଇଁ ସବୁଠି…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ବଢୁଥିବାବେଳେ ଆବେଦନ ପାଇଁ ଭିଡ଼ ଜମିବାରେ ଲାଗିଛି। ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ଆରମ୍ଭ କରିଛନ୍ତି ‘ସୁଭଦ୍ରା’ ଯୋଜନା ଏବଂ ସମସ୍ତ ରାସନ୍‌କାର୍ଡଧାରୀଙ୍କ ନିମନ୍ତେ ମଧ୍ୟ ବାୟୋମେଟ୍ରିକ୍ସ ଓ ମୋବାଇଲ୍ ନମ୍ବର ଲିଙ୍କ୍ କରାଯାଉଛି।…

ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ: ତହସିଲ…

ଓଏଲ୍‌ ବ୍ୟୁରୋ: ନରସିଂହପୁର ତହସିଲ ଅଫିସ ପରିସରରେ ୧୬୩ ଲାଗୁ କରାଯାଇଛି। ବିଏନଏସଏସ ୧୬୩(୨) ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ ଯୋଗୁଁ ୧୬୩ ଲାଗୁ ହୋଇଛି। ତହସିଲଦାରଙ୍କ ବଦଳି ପାଇଁ ଦାବି କରିଥିଲା ଓକିଲ ସଂଘ। ଏହା ପରେ ବିବାଦ ବଢିଥିଲା। ଆଜିଠୁ ଅନିର୍ଦ୍ଦିଷ୍ଟ…

ଆଖିବୁଜିଲେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର

ଓଏଲ୍‌ ବ୍ୟୁରୋ: ପରଲୋକରେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର। ୨୬ ବର୍ଷ ବୟସରେ ଆଖି ବୁଜିଲେ ଯୁବ କଣ୍ଠଶିଳ୍ପୀ ଲିଟିଲ୍ କର। ୧୦୦ରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିଲେ ଲିଟିଲ୍। ସଂଗୀତ ଜଗତରେ ଜିତି ଯାଇଥିଲେ ମଧ୍ୟ ଥାଲେସେମିଆ ଆଗରେ ହାରିଗଲେ। କିଛି ଦିନ ହେବ ସେ ଥାଲେସେମିଆ ରୋଗରେ ପୀଡ଼ିତ…

ଅଭୟା ପାଇଁ ଅଦ୍ଭୁତପୂର୍ବ ପ୍ରତିବାଦ,…

ଓଏଲ୍‌ ବ୍ୟୁରୋ: ପୀଡିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ଆନ୍ଦୋଳନ। ଅଭୟା ପାଇଁ ସାରା ରାତି ଉଜାଗର ରହି କୋଲକାତାବାସୀ ବିକ୍ଷୋଭ କରିଛନ୍ତି। ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା। କୋଲକାତା ଶ୍ୟାମ ବଜାର ସମେତ…

ଆଜି କାହିଁକି ପାଳନ ହୁଏ ଗୁରୁ ଦିବସ?…

ଓଏଲ୍‌ ବ୍ୟୁରୋ: ଆଜି ଗୁରୁ ଦିବସ। ସାରା ଦେଶ ସେପ୍ଟେମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରୁଛି। ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ, ସେ ହିଁ ଗୁରୁ। ଆଜିର ଦିନ…

ଜାତୀୟ ଶିକ୍ଷକ ପୁରସ୍କାର: ଓଡ଼ିଶାର ଦୁଇ…

ଓଏଲ୍‌ ବ୍ୟୁରୋ: ଆଜି ଗୁରୁ ଦିବସ। ଏହି ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ଏଥିପାଇଁ ରାଜ୍ୟର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ଆଜି ରାଷ୍ଟ୍ରପତି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଦେଶର ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ…