ପୁରୀ ବେଳାଭୂମିରେ ଅଜଣା କଣ୍ଟେନର୍,…
ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର କୂଳରେ ଲାଗିଛି। ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳକୁ ଚାଲି ଆସିଛି। ଏହି କଣ୍ଟେନର କେଉଁଠୁ ଆସିଲା ବୋଲି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ବଡ଼ ତଥ୍ୟ ଦେଇଛନ୍ତି ପୁରୀ ସଦର ଏସଡିପିଓ। ସେ କହିଛନ୍ତି, ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି…