Odisha Link
Bridging the Missing Links in Odisha
Daily Archives

September 11, 2024

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଟପ୍‌-୧୦ରେ ୩…

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଆଜି ଜାରି ହେଇଛି ଟେଷ୍ଟ ର‍୍ୟାଙ୍କିଙ୍ଗ ତାଲିକା। ଆଇସିିସି ବ୍ୟାଟର ତାଲିକାରେ ଭାରତୀୟ ଖେଳାଳିଙ୍କ ମିଳିଛି ଫାଇଦା। ବିଶେଷ ଭାବେ ଶ୍ରୀଲଙ୍କା ଖେଳାଳିଙ୍କୁ ଅଧିକ ଲାଭ ମିଳିଛି। ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପୂର୍ବରୁ ଟିମ…

ବାଲୁକା କଳାରେ ସୁଭଦ୍ରା ଯୋଜନାର ସଚେତନତା

ଓଏଲ୍‌ ବ୍ୟୁରୋ: ପୁରୀ ବେଳାଭୂମିରେ 'ସୁଭଦ୍ରା' ସଚେତନତା ବାଲୁକକଳା। ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ସୁଭଦ୍ରା ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ସୁଭଦ୍ରା…

ରାସନକାର୍ଡ ପାଇଁ ଇ-କେୱାଇସି…

ଓଏଲ୍‌ ବ୍ୟୁରୋ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେୱାଇସି ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ବର୍ତ୍ତମାନ ପାଇଁ ଜାରି ରହିବ। ଏ ପର୍ଯ୍ୟନ୍ତ ୧୬ ଲକ୍ଷ ୨୭ ହଜାର ୯୨୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ…

ସିମଲାରେ ମସଜିଦ ବିବାଦ: ହିନ୍ଦୁ ସଙ୍ଗଠନ…

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶର ସିମଲାରେ ବଡ଼ଧରଣର ଉତ୍ତେଜନା। ସିମଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ। ବେଆଇନ୍‌ ମସଜିଦ ନିର୍ମାଣକୁ ବିରୋଧ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ। ପାଖାପାଖି ସାଢ଼େ ୫ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ହିନ୍ଦୁ ସଙ୍ଗଠନ। ଏହି ସମୟରେ…

ରେଭେନ୍ସା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବୟାନ,…

ଓଏଲ୍‌ ବ୍ୟୁରୋ: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏପରିକି ବିଧାନସଭାରେ ଉଠିଛି ରେଭେନ୍ସା ଝଡ଼। ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଛାତ୍ରଛାତ୍ରୀଙ୍କ ମଧ୍ୟର ଏହି ନିଆଁ ଜାଗି ଉଠିଛି। ଲଗାତାର ଭାବେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…

ହରିୟାଣା ନିର୍ବାଚନ: ଭିନେଶଙ୍କ ବିପକ୍ଷରେ…

ଓଏଲ୍‌ ବ୍ୟୁରୋ: ହରିୟାଣା ବିଧାନସଭା ତାତି, ରାଜଧାନୀ ଦିଲ୍ଲୀରେ ଅନୁଭୂତ ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯେଉଁ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ଲାଗିଛି ବିରାମ। କାରଣ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଆଶାୟୀ ପ୍ରାର୍ଥୀଙ୍କ…

ଭୟ ବଢ଼ାଇଲା ସ୍କ୍ରବ୍‌ ଟାଇଫସ୍‌,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ, ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ସୃଷ୍ଟି ହୋଇଛି। ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗରେ ପୀଡିତ ତିନି ଜଣଙ୍କର ଏକ ଘରୋଇ…

ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ୪ଟି…

ଓଏଲ୍‌ ବ୍ୟୁରୋ: ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର। ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ୪ଟି ଗେଟ୍ ଖୋଲି ଦିଆଯାଇଛି। ୪ ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ଜଳସ୍ତର କମିଥିବାରୁ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ତେବେ ଆଜି ଏହା ପୁନର୍ବାର…

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା,…

ଓଏଲ୍‌ ବ୍ୟୁରୋ: ଆଜି ବିଜୁ ଯୁବ ଜନତା ଦଳ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ବୈଠକରେ ଯୋଗ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ…

ହ୍ୟାଟ୍ରିକ ବିଜୟ ସହ ସେମି ଫାଇନାଲରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛି। ଚାଇନାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ହାସଲ କରିଛି ହ୍ୟାଟ୍ରିକ ବିଜୟ। ଦମଦାର ବିଜୟ ସହିତ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିର…