ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ୪ଟି ଗେଟ୍
ଓଏଲ୍ ବ୍ୟୁରୋ: ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର। ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ୪ଟି ଗେଟ୍ ଖୋଲି ଦିଆଯାଇଛି। ୪ ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ଜଳସ୍ତର କମିଥିବାରୁ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ତେବେ ଆଜି ଏହା ପୁନର୍ବାର ଖୋଲାଯାଇଛି।